Home Bibles ଦିତୀୟ ବିବରଣ 11:20 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 11:20 · ଓଡ଼ିଆ ବାଇବେଲ

ତୁମ୍ଭେ ଆପଣା ଗୃହଦ୍ବାର ରେ ଥିବା ଚଉକାଠ ରେ ଓ ବାହାର ଦ୍ବାର ରେ ତାହା ଲେଖିବ।

Cross references

ଦିତୀୟ ବିବରଣ 6:6

ଏବଂ ମୁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା କରୁଅଛି, ତୁମ୍ଭମାନେେ ତାହାକକ୍ସ୍ଟ ଆପଣା ହୃଦଯ ରେ ରଖିବ।

ଦିତୀୟ ବିବରଣ 6:9

ଆହକ୍ସ୍ଟରି ତୁମ୍ଭେ ଆପଣା ଗୃହ ଦ୍ବାର ଚଉକାଠ ରେ ଓ ବାହାର ଦ୍ବାର ରେ ତାହା ଲେଖିବ।

Interlinear

Choose Theme