Home Bibles ଦିତୀୟ ବିବରଣ 1:43 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 1:43 · ଓଡ଼ିଆ ବାଇବେଲ

ମୁ ତୁମ୍ଭମାନଙ୍କୁ ଏହା କହିଲି, କିନ୍ତୁ ତୁମ୍ଭମାନେେ ମାେ କଥା ଶକ୍ସ୍ଟଣିଲ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କର ଆଦେଶ ବିରକ୍ସ୍ଟଦ୍ଧ ରେ ବିଦ୍ରୋହ କଲ। ନିଜ ବଳ ରେ ୟକ୍ସ୍ଟଦ୍ଧ କରିବା ପାଇଁ ତୁମ୍ଭମାନେେ ପର୍ବତ ଉପରକକ୍ସ୍ଟ ଚଢିଲ।

Cross references

ଗଣନା ପୁସ୍ତକ 14:44

ତଥାପି ସମାନେେ ପର୍ବତ ଶୃଙ୍ଗ ଉପରକୁ ୟିବାକୁ ହୁଃସାହସ କଲେ। ମାତ୍ର ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ଓ ମାଶାେ ସମାନଙ୍କେ ସହିତ ଗଲେ ନାହିଁ।

ଦିତୀୟ ବିବରଣ 1:26

କିନ୍ତୁ ତୁମ୍ଭେ ସେ ଦେଶକକ୍ସ୍ଟ ୟିବାକକ୍ସ୍ଟ ମନା କରିଦଲେ। ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ବିରକ୍ସ୍ଟଦ୍ଧ ରେ ବିଦ୍ରୋହ ଚରଣ କଲ।

ଯିଶାଇୟ 63:10

ମାତ୍ର ସମାନେେ ସଦାପ୍ରଭୁଙ୍କ ବିପକ୍ଷ ରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ର ଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସମାନଙ୍କେର ଶତ୍ରୁ ହାଇଗେଲେ ଓ ସମାନଙ୍କେର ବିପକ୍ଷ ରେ ୟୁଦ୍ଧ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:51

ସ୍ତିଫାନ କହିଲେ, ହେ ଯିହୂଦୀ ଲୋକମାନେ, ତୁମ୍ଭମାନେେ କଡ଼େେ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ବରଙ୍କର ନୁହେଁ। ତୁମ୍ଭମାନେେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭମାନେେ ସର୍ବଦା ପବିତ୍ର ଆତ୍ମାଙ୍କର ବି ରୋଧ କରିଛ। ତୁମ୍ଭମାନେେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ।

ରୋମୀୟଙ୍କ ପ୍ରତି ପତ୍ର 8:7

ଏହା କାହିଁକି ସତ୍ଯ? କାରଣ ଯଦି ଜଣେ ଲୋକର ବିଚାର ତାହାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ସେ ଲୋକ ପରମେଶ୍ବରଙ୍କର ବିରୋଧୀ। ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବାକୁ ମନା କରେ।ପ୍ରକୃତ ରେ ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବା ପାଇଁ ଅସମର୍ଥ।

Interlinear

Choose Theme