Home Bibles ☰ Books ଦିତୀୟ ବିବରଣ 1:34 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 1:34 · ଓଡ଼ିଆ ବାଇବେଲ

ସଦାପ୍ରଭୁ ତୁମ୍ଭମାନଙ୍କର କଥା ଶୁଣିଲେ, ଏବଂ କୋରଧ କଲେ। ସେ ଦୃଢ ପ୍ରତିଜ୍ଞା କରି କହିଲେ।

Cross references

ଗଣନା ପୁସ୍ତକ 14:22

ଏମାନଙ୍କ ମଧ୍ଯରୁ ଏହି ଲୋକ ମାରେମହିମା ଦେଖିଲେ, ପୁଣି ଯେଉଁମାନେ ମିଶର ରେ ଓ ମରୁଭୂମିରେ ଚିହ୍ନସ୍ବରୂପ ମାରେ କୃତ କର୍ମ ଦଖାଇେଛନ୍ତି ଏବଂ ଯେଉଁମାନେ ମାେତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମାେ ବାକ୍ଯ ରବ ରେ ଅମନୋୟୋଗୀ ହାଇେଅଛନ୍ତି,

ଗଣନା ପୁସ୍ତକ 32:8

ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ ବର୍ଣଯଠାରୁେ ସହେି ଦେଶ ଦେଖିବାକୁ ପଠାଇବା ବେଳେ ସମାନେେ ଏହିରୂପେ କରିଥିଲେ।

ଦିତୀୟ ବିବରଣ 2:14

କାଦେଶ ବର୍ଣଯଠାେରକ୍ସ୍ଟ ସରଦେ ଉପତ୍ଯାକା ପାରହବୋ ପର୍ୟ୍ଯନ୍ତ ଆମ୍ଭକକ୍ସ୍ଟ ଅଠତିରିଶ ବର୍ଷ ଲାଗିଥିଲା। ଆମ୍ଭ ଛାଉଣି ମଧ୍ଯରକ୍ସ୍ଟ ସହେି ପୁରୁଷର ସମସ୍ତ ଯୋଦ୍ଧା ମରିଗଲେ ସହେି ସମୟ ମଧିଅରେ। ଏହା ସଦାପ୍ରଭୁଙ୍କର ପ୍ରତିଜ୍ଞା ଥିଲା।

ଗୀତସଂହିତା 95:11

ତଣେୁ ଆମ୍ଭେ ତାଙ୍କ ଉପରେ କୋର୍ଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ, ସମାନେେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରିପାରିବେ ନାହିଁ।

ଯିହିଜିକଲ 20:15

ଦୁଗ୍ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସମାନଙ୍କେୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ପ୍ରତିଜ୍ଞା କଲି, ଯାହା ମୁଁ ସମାନଙ୍କେୁ ଆଗରୁ ପ୍ରତିଜ୍ଞା କରିଥିଲି।

ଏବ୍ରୀ 3:8

ତବେେ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କରିବା ଦିନ ଯେପ୍ରକାର ପରମେଶ୍ବରଙ୍କ ବିରୁଦ୍ଧ ରେ ଥିଲେ, ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।

Interlinear

Choose Theme