ଦିତୀୟ ବିବରଣ 1:22 · ଓଡ଼ିଆ ବାଇବେଲ
କିନ୍ତୁ ତୁମ୍ଭମାନେେ ମାେ ନିକଟକକ୍ସ୍ଟ ଆସିଲ ଏବଂ କହିଲ, 'ଆସ ଆମ୍ଭମାନଙ୍କ ଆଗ ରେ ଲୋକମାନଙ୍କୁ ପଠାଇବା, କିଏ ସହେି ଦେଶକକ୍ସ୍ଟ ଆମ୍ଭ ପାଇଁ ଗୋପନ ରେ ସନ୍ଧାନ କରିବ ଏବଂ ତଥ୍ଯ ଆଣିବ ଏବଂ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦବେ। କେଉଁ ପଥ ଦଇେ ଆମ୍ଭମାନଙ୍କର ୟିବା ପାଇଁ ଉଚିତ୍ ଏବଂ କେଉଁ ନଗରମାନଙ୍କୁ ଆମ୍ଭମାନଙ୍କର ୟିବା ଉଚିତ୍।'
Cross references
ଗଣନା ପୁସ୍ତକ 13:1
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
ଗଣନା ପୁସ୍ତକ 32:8
ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ ବର୍ଣଯଠାରୁେ ସହେି ଦେଶ ଦେଖିବାକୁ ପଠାଇବା ବେଳେ ସମାନେେ ଏହିରୂପେ କରିଥିଲେ।