ଆମ୍ଭମାନେେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ଅବମାନନା କରିଅଛୁ। ଯାହାକି ଆପଣା ଦାସ, ଭବିଷ୍ଯଦ୍ବକ୍ତାଗଣ ମାଧ୍ଯମ ରେ ଯେଉଁ ବ୍ଯବସ୍ଥା ସକଳ ରଖିଲେ ତାହା ସବୁ ଆମ୍ଭମାନେେ ପାଳନ କରିନାହୁଁ।
Cross references
ତଥାପି ସଦାପ୍ରଭୁ ପ୍ରେତ୍ୟକକ ଭବିଷ୍ଯଦ୍ବକ୍ତା ଓ ପ୍ରେତ୍ୟକକ ଦୃଷ୍ଟିକାରୀଙ୍କୁ ଇଶ୍ରାୟେଲ ଓ ଯିହୁଦାର ପ୍ରତି ଚତାବେନୀ ଦଇେ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର କୁକାର୍ୟ୍ଯରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମାରେ ସବେକ ଭବିଷ୍ଯଦ୍ବକ୍ତାଗଣଙ୍କ ହସ୍ତ ରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁଁ, ତଦନୁସା ରେ ମାରେ ବ୍ଯବସ୍ଥା ଓ ବିଧି ସବୁ ପାଳନ କର।
ଏସବୁ ଘଟିବାର କାରଣ ହେଲା ସମାନେେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କୁ ମାନିଲେ ନାହିଁ। ପୁଣି ସଦାପ୍ରଭୁଙ୍କର ଚୁକ୍ତିକୁ ସମାନେେ ଭାଙ୍ଗିଲେ ଓ ସଦାପ୍ରଭୁଙ୍କ ସବେକ ମାଶାଙ୍କେର ସମସ୍ତ ଆଜ୍ଞା ମାନିଲେ ନାହିଁ। ଆଉ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।
ଏବେ ହେ ଆମ୍ଭର ପରମେଶ୍ବର, ଏହାପରେ ଆମ୍ଭମାନଙ୍କର କ'ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ!
ତୁମ୍ଭେ ସୀନଯ ପର୍ବତକୁ ଓହ୍ଲାଇ ଆସିଲ। ସ୍ବର୍ଗରୁ ସମାନଙ୍କେ ସହିତ କଥାବାର୍ତ୍ତା କଲ। ସମାନଙ୍କେୁ ଯଥାର୍ଥ ଶାସନ ଓ ସତ୍ଯ ବ୍ଯବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।
ତୁମ୍ଭେ ସମାନଙ୍କେୁ ଉତ୍ତର ରେ କହିବ, ସଦାପ୍ରଭୁ କହନ୍ତି, 'ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭକୁ ପରିତ୍ଯାଗ କରିଅଛନ୍ତି।' ପୁଣି 'ଅନ୍ୟ ଦବେତାମାନଙ୍କର ପଶ୍ଚାତଗମନ କରି ସମାନଙ୍କେର ସବୋ କରିଅଛନ୍ତି ଓ ସମାନଙ୍କେର ପୂଜା କରିଅଛନ୍ତି। ଆଉ ଆମ୍ଭକୁ ପରିତ୍ଯାଗ କରି ଆମ୍ଭର ବ୍ଯବସ୍ଥା ପାଳନ କରିନାହାଁନ୍ତି।
ପୁଣି ଇଶ୍ରାୟେଲ ଲୋକମାନେ ଆସି ତାହା ଅଧିକାର କଲେ, ମାତ୍ର ସମାନେେ ତୁମ୍ଭ କଥା ପ୍ରତି ଧ୍ଯାନ ଦେଲେ ନାହିଁ। ଆଉ ତୁମ୍ଭ ବ୍ଯବସ୍ଥା ପଥରେ ଚାଲିଲେ ନାହିଁ। ତୁମ୍ଭେ ସମାନଙ୍କେୁ ଯାହାସବୁ ପାଳନ କରିବାକୁ ଆଜ୍ଞା ଦଲେ, ସେସବୁ ମଧ୍ଯରୁ ସମାନେେ କିଛି ପାଳନ କଲେ ନାହିଁ। ତେଣୁ ତୁମ୍ଭେ ସମାନଙ୍କେ ଉପ ରେ ଏହିସବୁ ଅମଙ୍ଗଳ ଘଟାଇଲ।
ତୁମ୍ଭର ଭବିଷ୍ଯଦ୍ବକ୍ତାମାନଙ୍କ ପ୍ରତି ଆମ୍ଭେ କର୍ଣ୍ଣପାତ କରିନାହୁଁ। ସମାନେେ ଆମ୍ଭର ରାଜାମାନଙ୍କୁ ଆମ୍ଭର ନେତାମାନଙ୍କୁ, ଆମ୍ଭର ପିତୃପୁରୁଷଗଣଙ୍କୁ ଏବଂ ଇଶ୍ରାୟେଲକୁ ତୁମ୍ଭର ନାମ ରେ କହିଥିଲେ।
ଅତୀତ ରେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ଯଦ୍ ବକ୍ତାମାନଙ୍କ ମାଧ୍ଯମ ରେ କଥା କହିଥିଲେ।