ଏବଂ ମୁଁ ଦେଖିଲି ଯେ ସହେି ଛାଗ ପ୍ରଚଣ୍ତ କୋରଧ ରେ ସହେି ମଷେ ନିକଟକୁ ଆସିଲା ଓ ଉତ୍ତଜେିତ ହାଇେ ମଷେକୁ ଆଘାତ କଲା ଓ ତାହାର ଦୁଇ ଶିଙ୍ଗ ଭାଙ୍ଗି ପକାଇଲା। ତେଣୁ ଅଣ୍ତିରା ମଷେ, ସହେି ଛାଗର ସମ୍ମୁଖୀନ ହାଇେ ପାରିଲା ନାହିଁ। ତା'ର ଠିଆ ହବୋକୁ ଶକ୍ତି ପାଇଲା ନାହିଁ। ସହେି ଛାଗ ତାକୁ ଭୂମିଶାଯୀ କରି ପାଦ ରେ ଦଳିଲା, ଆଉ ସହେି ଛାଗଠାରୁ ମଷେକୁ ରକ୍ଷା କରିବାକୁ କହେି ନଥିଲେ।
Cross references
ପୁଣି କହେି ନ ଗୋଡ଼ାଇଲେ ହେଁ ଖଡ୍ଗ ସମ୍ମୁଖ ରେ, ସପରେି ଏକ ଅନ୍ୟ ଉପରେ ଝୁଣ୍ଟି ପଡିବେ,
ଅଯର ଲୋକମାନେ ପଛକକ୍ସ୍ଟ ବକ୍ସ୍ଟଲି ଦେଖିଲେ ସମାନଙ୍କେର ନଗର ନିଆଁ ରେ ଜଳକ୍ସ୍ଟଅଛି। ସମାନେେ ଦେଖିଲେ ଧୂଁଆ ଧାର ଆକାଶକକ୍ସ୍ଟ ଛକ୍ସ୍ଟଉଁଛି, ତେଣୁ ସମାନେେ ସମାନଙ୍କେର ଶକ୍ତି ଓ ସାହସ ହରାଇଲେ। ସମାନେେ ଆଉ ଇଶ୍ରାୟେଲ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇଲେ ନାହିଁ। ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡ଼ନ୍ତିକ୍ସ୍ଟଥିବା ଇଶ୍ରାୟେଲର ସୈନ୍ଯମାନେ ମଧ୍ଯ ଆଉ ଆଗଇେଲେ ନାହିଁ। ସମାନେେ ବକ୍ସ୍ଟଲି ପଡିଲେ ଓ ଅଯର ୈସନ୍ଯମାନଙ୍କୁ ଗୋଡ଼ାଇଲେ। ଅଯର ସୈନ୍ଯମାନଙ୍କ ପାଇଁ ଦୌଡି ପଳାଇବାକକ୍ସ୍ଟ ଆଉ ନିରାପଦ ସ୍ଥାନ ନଥିଲା।
ଏହାପ ରେ ମୁଁ ରାତ୍ରିକାଳର ଦର୍ଶନ ରେ ଦେଖିଲି, ମାରେ ସମ୍ମୁଖ ରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶଯ ବଳବାନ୍ ଥିଲା ଓ ତାହାର ବଡ ବଡ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶଟି ଶିଙ୍ଗ ଥିଲା।
ପୁଣି ଅନ୍ୟ ପଶୁମାନଙ୍କଠାରୁ ଅଧିକାର ଓ କତ୍ତୁର୍ତ୍ବ କାଢି ନିଆଗଲା। ମାତ୍ର କିଛି କାଳ ଏକ ନିର୍ଦ୍ଦିଷ୍ଟ ସମୟ ବଞ୍ଚି ରହିବାକୁ ସମାନଙ୍କେୁ ଅନୁମତି ଦିଆଗଲା।
ସେତବେେଳେ ଦକ୍ଷିଣ ଦେଶର ରାଜା କୋରଧାନ୍ବିତ ହାଇେ ଉତ୍ତର ଦେଶୀଯ ରାଜାଙ୍କ ସହିତ ୟୁଦ୍ଧ ରେ ଅଗ୍ରସର ହବେେ। ଯଦିଓ ଉତ୍ତର ଦେଶୀଯ ରାଜାଙ୍କର ବୃହତ୍ତ ସୈନ୍ଯବାହିନୀ ଥିବ, ତଥାପି ସେ ୟୁଦ୍ଧ ରେ ହାରିବ।