ଦାନିଏଲ 8:20 · ଓଡ଼ିଆ ବାଇବେଲ
ତୁମ୍ଭେ ମଷେର ଯେଉଁ ଦୁଇ ଶିଙ୍ଗ ଦେଖିଲ ସେଥିରୁ ଜଣେ ମାଦୀଯ ଓ ଅନ୍ୟ ଜଣେ ପାରସିକ ରାଜା।
Cross references
ଦାନିଏଲ 2:39
ପୁଣି ଆପଣଙ୍କ ପ ରେ ଆପଣଙ୍କଠାରୁ ଏକ ନ୍ଯୁନ ରାଜ୍ଯ ଉଠିବ ଓ ତାହା ହେଉଛି ରେ ୗପ୍ୟମଯ ଅଂଶ ଓ ତାହାପ ରେ ପିତ୍ତଳମଯ ତୃତୀୟ ଏକ ରାଜ୍ଯ ଉଠିବ, ତାହା ସମଗ୍ର ପୃଥିବୀ ଉପ ରେ କତ୍ତୁର୍ତ୍ବ କରିବ।
ଦାନିଏଲ 5:28
ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ଯ ବିଭକ୍ତ ହାଇେଅଛି ଆଉ ମାଦୀଯ ଓ ପାରସିକମାନଙ୍କୁ ଦତ୍ତ ହାଇେଅଛି।
ଦାନିଏଲ 8:3
ଆଉ ମୁଁ ଦେଖିଲି ଯେ, ନଦୀର ଗୋଟିଏ ପାଶର୍ବ ରେ ଏକ ଅଣ୍ତିରା ମଷେ ଠିଆ ହାଇେଅଛି। ତାହାର ଗୋଟିଏ ଲମ୍ବା ଶିଙ୍ଗ ଓ ଗୋଟିଏ ଅନ୍ୟଠାରୁ ଅଧିକ ଲମ୍ବା। ଆଉ ଲମ୍ବା ଶିଙ୍ଗଟି ଅନ୍ୟ ଶିଙ୍ଗ ଅପେକ୍ଷା ପଛକୁ ଥିଲା।
ଦାନିଏଲ 11:1
ପୁଣି ମାଦୀଯ ଦାରିଯାବସର ଅଧିକାରର ପ୍ରଥମ ବର୍ଷ ରେ ଆମ୍ଭେ ତାହାକୁ ସୁସ୍ଥିର ଓ କରିବା ପାଇଁ ଠିଆ ହେଲୁ।