ଦାନିଏଲ 6:19 · ଓଡ଼ିଆ ବାଇବେଲ
ପରଦିନ ପ୍ରଭାତ ରେ ରାଜା ସିଂହମାନଙ୍କ ଗୁମ୍ଫା ନିକଟରେ ତରବର ହାଇେ ପହଚିଲେ।
Cross references
ମାଥିଉଲିଖିତ ସୁସମାଚାର 28:1
ବିଶ୍ରାମଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ୍ ଦିନ ଅତି ସକାଳୁ ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।
ମାର୍କଲିଖିତ ସୁସମାଚାର 16:2
ସପ୍ତାହର ସହେି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ େଯ୍ଯାଦୟ ପରେ ପରେ ସମାନେେ କବର ପାଖକୁ ଗଲେ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:13
ସଠାେରେ ମାେ ଭାଇ ତିତସକୁ ନ ପାଇ ମୁଁ ମାେ ମନ ରେ ଶାନ୍ତି ହରାଇଲି। ସେଥିପାଇଁ ସମାନଙ୍କେଠାରୁ ବିଦାୟ ନଇେ ମୁଁ ମାକିଦନିଆକୁ ଗଲି।
ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3:5
ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଜାଣି ପାରିବା ଉଦ୍ଦେଶ୍ଯ ରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ର୍ଧୈୟ୍ଯ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମାରେ ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ବାରା ପରାଜିତ କରିଥିବ। ତା' ହେଲେ ଆମ୍ଭର କଠାେର ପରିଶ୍ରମ ବ୍ଯର୍ଥ ହାଇଯେିବ।