Home Bibles ଦାନିଏଲ 6:15 · ଓଡ଼ିଆ ବାଇବେଲ
ଦାନିଏଲ 6:15 · ଓଡ଼ିଆ ବାଇବେଲ

ତା'ପ ରେ ସହେି ଲୋକମାନେ ଏକତ୍ରୀତ ହାଇେ ରାଜାଙ୍କୁ କହିଲେ, ହେ ମହାରାଜା, ଆପଣ ଜାଣନ୍ତୁ, ମାଦୀଯ ଓ ପାରସିକମାନଙ୍କର ଏପରି ଏକ ବ୍ଯବସ୍ଥା ଅଛି, ରାଜା କୌଣସି ନିଷଧୋଜ୍ଞା ବା ବିଧି ସ୍ଥାପନ କଲେ ତାହା କବେେ ପରିବର୍ତ୍ତିତ ହୁଏ ନାହିଁ।

Cross references

ଏଷ୍ଟର ବିବରଣ 8:8

ତୁମ୍ଭମାନେେ ୟିହୁଦୀଯମାନଙ୍କ ସମନ୍ଧ ରେ ନିଜ ନିଜ ଇଛାନୁସା ରେ ରାଜାଙ୍କ ନାମ ରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀଯ ରେ ମାହେରାଙ୍କିତ କର। କାରଣ ରାଜାଙ୍କର ନାମ ରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀଯ ରେ ମାହେରାଙ୍କିତ ପତ୍ର କହେି ଅନ୍ୟଥା କରିପାରିବେ ନାହିଁ।

ଗୀତସଂହିତା 94:20

ହେ ପରମେଶ୍ବର, ତୁମ୍ଭେ ନିଷ୍ଠୁର ବିଚାରକମାନଙ୍କୁ ସାହାୟ୍ଯ କର ନାହିଁ। ସହେି ଅଧର୍ମୀ ବିଚାରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିଯମକୁ ବ୍ଯବହାର କରନ୍ତି।

ଦାନିଏଲ 6:8

ଏବେ ହେ ମହାରାଜା, ମାଦୀଯ ଓ ପାରସିକମାନଙ୍କର ଅଟଳ ବ୍ଯବସ୍ଥାନୁସା ରେ ଏହି ନିଷଧେ ବିଧି ଯେପରି ପରିବର୍ତ୍ତିତ ନହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲଖାେ ରେ ସ୍ବାକ୍ଷର କରନ୍ତୁ।

ଦାନିଏଲ 6:12

ତେଣୁ ସମାନେେ ରାଜାଙ୍କ ପାଖକୁ ଗଲେ ଓ ରାଜକୀଯ ବିଧି ବିଷଯ ରେ ତାଙ୍କୁ ମନେ ପକାଇ ଦେଲେ। ସମାନେେ କହିଲେ, ହେ ମହାରାଜା, ଯେ କୌଣସି ଲୋକ ତିରିଶ ଦିନ ମଧିଅରେ ଆପଣଙ୍କ ବିନା କୌଣସି ଦବେତା କି ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତ ରେ ନିକ୍ଷିପ୍ତ ହବେ। ଏପରି ଏକ ନିଷଧେ ପତ୍ର ରେ ଆପଣ ସ୍ବାକ୍ଷର କରିନାହାନ୍ତି କି?

Interlinear

Choose Theme