Home Bibles ଦାନିଏଲ 6:13 · ଓଡ଼ିଆ ବାଇବେଲ
ଦାନିଏଲ 6:13 · ଓଡ଼ିଆ ବାଇବେଲ

ତା'ପ ରେ ସମାନେେ ରାଜାଙ୍କୁ ଉତ୍ତର ଦେଲେ, ହେ ମହାରାଜ, ନିର୍ବାସିତ ୟିହୁଦି ସନ୍ତାନଗଣ ମଧିଅରେ ଜଣେ ବ୍ଯକ୍ତି ଦାନିୟେଲ, ସେ ଆପଣଙ୍କୁ କି ଆପଣଙ୍କ ସ୍ବାକ୍ଷରିତ ନିଷଧେ ପତ୍ରକୁ ମାନ୍ଯ କରେ ନାହିଁ। ସେ ଏବେ ମଧ୍ଯ ଦିନ ରେ ତିନିଥର ତା'ର ପରମେଶ୍ବରକୁ ପ୍ରାର୍ଥନା କରୁଛି।

Cross references

ଏଷ୍ଟର ବିବରଣ 3:8

ଏହାପରେ ହାମନ୍ ଅକ୍ଷଶ୍ବରେଶ ରାଜାକୁ କହିଲା, ଆପଣଙ୍କ ରାଜ୍ଯର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧିଅରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ଯବସ୍ଥାଠାରୁ ସମାନଙ୍କେ ବ୍ଯବସ୍ଥା ଭିନ୍ନ ସମାନେେ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ ସମାନଙ୍କେ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁହେଁ।

ଦାନିଏଲ 1:6

ଏହି ୟୁବକମାନଙ୍କ ମଧିଅରେ ଯିହୁଦା ପରିବାରବର୍ଗୀଯ ଦାନିୟେଲ, ହନାନିଯ, ମୀଶାଯଲେ ଓ ଅସରିଯ ଥିଲେ।

ଦାନିଏଲ 2:25

ତେଣୁ ଅରିଯୋକ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନଲୋ ଏବଂ କହିଲା, ଯିହୁଦାର ନିର୍ବାସିତ ସନ୍ତାନଗଣଙ୍କ ମଧିଅରେ ମୁଁ ଜଣେ ବ୍ଯକ୍ତିଙ୍କୁ ପାଇଅଛି, ସେ ମହାରାଜାଙ୍କୁ ତାଙ୍କର ସ୍ବପ୍ନର ଅର୍ଥ ଜଣାଇବେ।

ଦାନିଏଲ 3:8

ସହେି ସମୟରେ କେତକେ କଲଦୀଯ ଲୋକ ରାଜାଙ୍କ ନିକଟକୁ ଆସି ୟିହୁଦୀଯ ଲୋକମାନଙ୍କ ବିରୁଦ୍ଧ ରେ ଅପବାଦ ଆଣିଲେ।

ଦାନିଏଲ 3:11

ପୁଣି ଯେ କୌଣସି ଲୋକ ମୁଣ୍ତ ନୁଆଁଇ ପ୍ରଣାମ ନକରିବ ସେ ଜଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷିପ୍ତ ହବେ।

ଦାନିଏଲ 3:12

ଆଉ ଆପଣ ବାବିଲ ପ୍ରଦେଶର ରାଜ କର୍ମ ରେ ନିୟୁକ୍ତ କରିଥିବା କେତକେ ୟିହୁଦୀ ଲୋକ, ଶଦ୍ରକ, ମୈଶକ୍ ଓ ଅବଦନଗେୋ ଯେଉଁମାନେ କି ଆପଣଙ୍କ ଆଜ୍ଞା ପାଳନ କରି ନାହାନ୍ତି। ସମାନେେ ଆପଣଙ୍କ ଦବଗେଣର ସବୋ କରନ୍ତି ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପୂଜା କରନ୍ତି ନାହିଁ।

ଦାନିଏଲ 5:13

ତହୁଁ ଦାନିୟେଲଙ୍କୁ ରାଜାଙ୍କ ଛାମୁକୁ ଅଣାଗଲା। ରାଜା ଦିନିଯଲଙ୍କେୁ କହିଲା, ମାରେ ପିତା ମହାରାଜ ୟୁହୁଦା ଦେଶରୁ ଯେଉଁ ନିର୍ବାସିତ ୟିହୁଦୀମାନଙ୍କୁ ଆଣିଥିଲେ ସମାନଙ୍କେ ମଧିଅରେ ତୁମ୍ଭେ ଦାନିୟେଲ ଅନ୍ୟତମ ଅଟକି?

ରେରିତମାନଙ୍କ କାର୍ଯ୍ୟର ବିବରଣ 5:29

ପିତର ଓ ଅନ୍ୟ ପ୍ ରରେିତମାନେ ଉତ୍ତର ଦେଲେ, ଆମ୍ଭମାନେେ ମନୁଷ୍ଯମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ବରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:7

ଯାସୋନ ସହେିମାନଙ୍କୁ ଆଣି ନିଜ ଘ ରେ ରଖିଛି। ଯୀଶୁ ନାମ ରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସମାନେେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚ଼ରଣ କରୁଛନ୍ତି।

Interlinear

Choose Theme