Home Bibles ☰ Books ଦାନିଏଲ 6:11 · ଓଡ଼ିଆ ବାଇବେଲ
ଦାନିଏଲ 6:11 · ଓଡ଼ିଆ ବାଇବେଲ

ତା'ପ ରେ ସହେି ଲୋକମାନେ ଏକତ୍ରୀତ ହାଇେ ଦାନିୟେଲ ନିକଟକୁ ଗଲେ ଓ ତାଙ୍କୁ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ନିବଦନେ କରୁଥିବାର ଦେଖିଲେ।

Cross references

ପ୍ରଥମ ରାଜାବଳୀ 8:48

ଯଦି ସହେି ବନ୍ଦୀମାନେ ସହେି ଦୂର ଦେଶ ରେ ସମାନଙ୍କେର ହୃଦଯ ସହକା ରେ ତୁମ୍ଭ ପ୍ରତି ଫରନ୍େତି। ପୁଣି ତୁମ୍ଭେ ସମାନଙ୍କେର ପୂର୍ବପୁରୁଷଗଣଙ୍କୁ ଦଇେଥିବା ଦେଶକୁ, ତୁମ୍ଭର ମନୋନୀତ ନଗରକୁ ତୁମ୍ଭ ସମ୍ମାନାର୍ଥେ ମୁଁ କରିଥିବା ମନ୍ଦିରକୁ ଫରେି ଆସନ୍ତି।

ଗୀତସଂହିତା 10:9

ସହେି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ୟାଆନ୍ତି ସମାନେେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି। ସହେି ନିରୀହ ଲୋକମାନେ ସହଜରେ ସହେି ଦୁଷ୍ଟମାନଙ୍କ ଦ୍ବାରା ବସାୟାଇଥିବା ୟନ୍ତାରେ ପଡ଼ି ୟାଆନ୍ତି।

ଗୀତସଂହିତା 28:2

ହେ ସଦାପ୍ରଭୁ, ମୁଁ ମାରେ ଦୁଇହାତ ଟକେି ତୁମ୍ଭର ମହାପବିତ୍ରସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତବେେଳେ ତୁମ୍ଭକୁ ଡ଼ାକୁଛି। ମାେ ନିବଦନେ ଟିକେ ଶୁଣ। ମାେ ପ୍ରତି କୃପା ପ୍ରଦର୍ଶନ କର।

ଗୀତସଂହିତା 37:32

ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।

ଗୀତସଂହିତା 119:164

ତୁମ୍ଭର ୟଥାର୍ଥ ବିଚାର ପାଇଁ, ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ।

ଯିରିମିୟ 51:50

ହେ ଖଡ୍ଗରୁ ବଞ୍ଚିତ ଲୋକମାନେ, ତୁମ୍ଭମାନେେ ଚାଲିୟାଅ, ସ୍ଥିର ହାଇେ ଠିଆ ହୁଅ ନାହିଁ। ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ୟିରୁଶାଲମକୁ ମନେ ପକାଅ।

ଦାନିଏଲ 6:6

ତେଣୁ ଏହି ଲୋକମାନେ ରାଜାଙ୍କ ନିକଟକୁ ଗଲେ ଏବଂ କହିଲେ, ହେ ରାଜ ଦାରିଯାବସ, ଆପଣ ଚିରଜୀବି ହୁଅନ୍ତୁ।

Interlinear

Choose Theme