ଆପଣ ଯେପରି ଦେଖିଲେ ସେ ପାଦ ଓ ପାଦର ଅଙ୍ଗୁଳି ଆଂଶିକ ଲୌହମଯ ଓ ଆଂଶିକ ମୃତ୍ତିକାମଯ ଥିଲା। ସହେିପରି ସେ ରାଜ୍ଯ ବିଭକ୍ତ ହବେ। ମାତ୍ର ତହିଁରେ ଲୌହର ଦୃଢତା ରହିବ କାରଣ କର୍ଦ୍ଦମ ରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ।
Cross references
ତାହାର ଗୋଡଗୁଡିକ ଲୌହ ରେ ନିର୍ମିତ ହାଇେଥିଲା ଓ ପାଦର କିଛି ଅଂଶ ଲୌହ ରେ ଓ କିଛି ଅଂଶ ମୃତ୍ତିକା ରେ ତିଆରି ହାଇେଥିଲା।
ଏହାପ ରେ ମୁଁ ରାତ୍ରିକାଳର ଦର୍ଶନ ରେ ଦେଖିଲି, ମାରେ ସମ୍ମୁଖ ରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶଯ ବଳବାନ୍ ଥିଲା ଓ ତାହାର ବଡ ବଡ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶଟି ଶିଙ୍ଗ ଥିଲା।
ପୁଣି ସହେି ଦଶ ଶିଙ୍ଗର ତାତ୍ପର୍ୟ୍ଯ ହେଉଛି ଯେ ସହେି ରାଜ୍ଯରୁ ଦଶ ରାଜା ଉତ୍ପନ୍ନ ହବେେ। ସମାନଙ୍କେ ପ ରେ ଆଉ ଜଣେ ଉତ୍ପନ୍ନ ହବେ ଓ ସେ ତାଙ୍କର ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହବେ ଓ ସେ ତିନି ରାଜାଙ୍କୁ ଦମନ କରିବ।
ସ୍ବର୍ଗ ରେ ଅନ୍ୟ ଏକ ଚିହ୍ନ ଦଖାଗେଲା। ସଠାେରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା'ର ସାତାଟେି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡ ରେ ସାତାଟେି ମୁକୁଟ ଥିଲା। ତା'ର ଦଶଟି ଶିଙ୍ଗ ମଧ୍ଯ ଥିଲା।
ତା'ପରେ ମୁଁ ଗୋଟିଏ ପଶୁକୁ ସମୁଦ୍ର ଭିତରୁ ଉପରକୁ ଆସିବାର ଦେଖିଲି। ଏହାର ଦଶଟି ଶିଙ୍ଗ ଓ ସାତାଟେି ମୁଣ୍ଡ ଥିଲା। ପ୍ରେତ୍ୟକକ ଶିଙ୍ଗ ରେ ଗୋଟିଏ ଗୋଟିଏ ମୁକୁଟ ଥିଲା। ପ୍ରେତ୍ୟକକ ମସ୍ତକରେ ପରମେଶ୍ବରଙ୍କୁ ନିନ୍ଦା କରୁଥିବା ଖରାପ ନାମ ସବୁ ଲଖାଯାେଇଥିଲା।
ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶଜଣ ରାଜା। ଏହି ଦଶଜଣ ରାଜା ଏ ପର୍ୟ୍ଯନ୍ତ ରାଜ ଭଳି ରାଜ୍ଯ ପାଇ ନାହାଁନ୍ତି। କିନ୍ତୁ ସମାନେେ ସହେି ପଶୁ ସହିତ ଗୋଟିଏ ଘଣ୍ଟା ପର୍ୟ୍ଯନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ।