Home Bibles ଦାନିଏଲ 2:31 · ଓଡ଼ିଆ ବାଇବେଲ
ଦାନିଏଲ 2:31 · ଓଡ଼ିଆ ବାଇବେଲ

ହେ ମହାରାଜ, ଆପଣ ସ୍ବପ୍ନ ରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶଯ ତଜେୋବନ୍ତ। ସହେି ପ୍ରତିମା ଆପଣଙ୍କ ସମ୍ମୁଖ ରେ ଠିଆ ହେଲା ଓ ତହିଁର ଦୃଶ୍ଯ ଭୟଙ୍କର ଥିଲା।

Cross references

ଯିଶାଇୟ 13:11

ପରମେଶ୍ବର କୁହନ୍ତି, ପୃଥିବୀ ରେ ଅମଙ୍ଗଳ ଘଟିବାର ମୁଁ କାରଣ ହବେି। ମୁଁ ମନ୍ଦାଚାରୀଙ୍କୁ ସମାନଙ୍କେର ପାପ ଲାଗି ଦଣ୍ଡ ଦବେି। ଅହଙ୍କାରୀମାନଙ୍କର ଗର୍ବକୁ ଖର୍ବ କରିବି। ବଡ଼ିମା ଦଖାେଉଥିବା ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବି।

ଯିଶାଇୟ 25:3

ବଳଶାଳୀ ଶକ୍ତିମାନେ ଓ ଜାତିମାନେ ତୁମ୍ଭକୁ ପ୍ରଶଂସା ଓ ସମ୍ମାନ କରିବେ। ଆତଙ୍କିତ ନଗରର ଲୋକମାନେ ଭୟ କରିବେ।

ଯିହିଜିକଲ 28:7

ମୁଁ ତୁମ୍ଭମାନଙ୍କ ବିପକ୍ଷ ରେ ବିଦେଶୀମାନଙ୍କୁ ଆଣିବି, ବାହାର ଦେଶରୁ ନିର୍ଦ୍ଦଯ ଲୋକମାନଙ୍କୁ ଆଣିବି। ତେଣୁ ସମାନେେ ତୁମ୍ଭର ସୁନ୍ଦର ବସ୍ତୁ ବିପକ୍ଷ ରେ ଶତ୍ରୁ ଉତ୍ତୋଳନ କରିବେ ଯାହା ତୁମ୍ଭକୁ ତୁମ୍ଭର ଜ୍ଞାନ ଆଣିଦଇେଥିଲା, ଏବଂ ତୁମ୍ଭର ଶାେଭା ବିଧ୍ବସ୍ତ ହବେ।

ଦାନିଏଲ 2:36

ସ୍ବପ୍ନଟି ଏହି, ବର୍ତ୍ତମାନ ଆମ୍ଭମାନେେ ମହାରାଜାଙ୍କୁ ତା'ର ଅର୍ଥ ଜଣାଇବୁ।

ଦାନିଏଲ 2:37

ହେ ମହାରାଜ, ଆପଣ ଜଣେ ମହାନ୍ ରାଜା। ସ୍ବର୍ଗସ୍ଥ ପରମେଶ୍ବର ଆପଣଙ୍କୁ ରାଜ୍ଯ, ପରାକ୍ରମ, କ୍ଷମତା ଓ ମହିମା ଦଇେଅଛନ୍ତି।

ଦାନିଏଲ 7:3

ପୁଣି ମୁଁ ଦେଖିଲି, ଗ୍ଭରି ଭିନ୍ନ ପ୍ରକାରର ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ।

ହବକକୂକ 1:7

ବାବିଲୀଯମାନେ ଅନ୍ୟ ଲୋକମାନଙ୍କୁ ଭୟଭୀତ କରାଇବେ। ସମାନେେ ନିଜ ପାଇଁ ଆଇନ୍ ତିଆରି କରିବେ ଏବଂ ନିଜ ପାଇଁ ବ୍ଯବହାର କରିବେ।

ମାଥିଉଲିଖିତ ସୁସମାଚାର 4:8

ତାପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନାଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ଯ ଓ ସଗେୁଡିକର ଐଶ୍ବର୍ୟ୍ଯ ଦଖାଇେଲା.

ଲୂକଲିଖିତ ସୁସମାଚାର 4:5

ତା'ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନଇଯାେଇ କ୍ଷଣକ ମଧିଅରେ ସାରା ସଂସାରର ସମସ୍ତ ରାଜ୍ଯ ଦଖାଇେ ଦଲୋ।

Interlinear

Choose Theme