Home Bibles ଦାନିଏଲ 2:17 · ଓଡ଼ିଆ ବାଇବେଲ
ଦାନିଏଲ 2:17 · ଓଡ଼ିଆ ବାଇବେଲ

ତା'ପ ରେ ଦାନିୟେଲ ସ୍ବଗୃହକୁ ୟାଇ ତା'ର ସାଙ୍ଗ ହନାନୀଯ, ମୀଶାଯଲେ ଓ ଆସରିଯଙ୍କୁ ରାଜାଜ୍ଞା ବିଷଯ ରେ ସକଳ ବୃତ୍ତାନ୍ତ ଜଣାଇଲେ।

Cross references

ଦାନିଏଲ 1:6

ଏହି ୟୁବକମାନଙ୍କ ମଧିଅରେ ଯିହୁଦା ପରିବାରବର୍ଗୀଯ ଦାନିୟେଲ, ହନାନିଯ, ମୀଶାଯଲେ ଓ ଅସରିଯ ଥିଲେ।

ଦାନିଏଲ 1:11

ତା'ପ ରେ ଦାନିୟେଲ, ଗୃହରକ୍ଷୀମାନଙ୍କୁ କହିଲେ, କେଉଁମାନଙ୍କୁ ନଫୁସକାଧିପତି, ଦାନିୟେଲ, ହନାନିଯ, ମୀଶାଯଲେ ଓ ଅସରିଯ ଉପ ରେ ଦୃଷ୍ଟି ରଖିବାକୁ ନିୟୁକ୍ତ କରାୟାଇଥିଲା।

ଦାନିଏଲ 3:12

ଆଉ ଆପଣ ବାବିଲ ପ୍ରଦେଶର ରାଜ କର୍ମ ରେ ନିୟୁକ୍ତ କରିଥିବା କେତକେ ୟିହୁଦୀ ଲୋକ, ଶଦ୍ରକ, ମୈଶକ୍ ଓ ଅବଦନଗେୋ ଯେଉଁମାନେ କି ଆପଣଙ୍କ ଆଜ୍ଞା ପାଳନ କରି ନାହାନ୍ତି। ସମାନେେ ଆପଣଙ୍କ ଦବଗେଣର ସବୋ କରନ୍ତି ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପୂଜା କରନ୍ତି ନାହିଁ।

Interlinear

Choose Theme