Home Bibles ଦାନିଏଲ 2:13 · ଓଡ଼ିଆ ବାଇବେଲ
ଦାନିଏଲ 2:13 · ଓଡ଼ିଆ ବାଇବେଲ

ରାଜାଜ୍ଞା ଘୋଷଣା କରାଗଲା ଯେ, ବିଦ୍ବାନ ଲୋକମାନେ ହତ ହବେେ। ଆଉ ରାଜାଙ୍କ ଲୋକମାନେ ଦାନିୟେଲ ଓ ତା'ର ସାଥୀମାନଙ୍କୁ ବଧ କରିବାକୁ ଅନ୍ବଷେଣ କଲେ।

Cross references

ଏଷ୍ଟର ବିବରଣ 3:12

ଏଣୁ ପ୍ରଥମ ମାସର ତ୍ରଯୋଦଶ ଦିନ ରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମନର ସମସ୍ତ ଆଜ୍ଞାନୁସା ରେ ପ୍ରେତ୍ୟକକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରେତ୍ୟକକ ଦେଶୀଯ ଲୋକଙ୍କ ଭାଷାନୁସା ରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ବରେଶ ରାଜାର ନାମ ରେ ଲିଖିତ ଓ ରାଜାର ଅଙ୍ଗୁକୀଯ ରେ ମୁଦ୍ରାଙ୍କିତ ହେଲା।

ଗୀତସଂହିତା 94:20

ହେ ପରମେଶ୍ବର, ତୁମ୍ଭେ ନିଷ୍ଠୁର ବିଚାରକମାନଙ୍କୁ ସାହାୟ୍ଯ କର ନାହିଁ। ସହେି ଅଧର୍ମୀ ବିଚାରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିଯମକୁ ବ୍ଯବହାର କରନ୍ତି।

ହିତୋପଦେଶ 28:15

ଯମେନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସହେିପରି ଦୀନହୀନ ପ୍ରଜାଙ୍କ ଉପ ରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି।

ଯିଶାଇୟ 10:1

ଯେଉଁମାନେ ଅଧର୍ମ ବ୍ଯବସ୍ଥା କରନ୍ତି ସେ ଆଇନ ପ୍ରଣଯନକାରୀମାନଙ୍କୁ ଧ୍ଯାନ ଦିଅ। ଯେଉଁ ନିଯମ ପ୍ରଣଯନକାରୀ ଲୋକମାନଙ୍କର ଜୀବନକୁ କଷ୍ଟମଯ ଓ ଜଟିଳ କରିବା ପାଇଁ ଲେଖନ୍ତି। ସମାନେେ ସନ୍ତାପର ପାତ୍ର।

ଦାନିଏଲ 1:19

ରାଜା ସମାନଙ୍କେ ସହିତ ଆଳାପ କଲେ। ଆଉ ସେ ସମସ୍ତଙ୍କ ମଧିଅରେ ଦାନିୟେଲ, ହନାନିଯ, ମୀଶାଯଲେ ଓ ଅସରିଯ ଅଧିକ ଦକ୍ଷ ଜଣା ଗଲେ। ତେଣୁ ସମାନେେ ରାଜାଙ୍କର ଦାସ ହେଲେ।

ଦାନିଏଲ 6:9

ତେଣୁ ରାଜା ଦାରିଯାବସ ସହେି ଲଖାେ ଓ ନିଷଧେ ସ୍ବାକ୍ଷର କଲା।

Interlinear

Choose Theme