Home Bibles ଦାନିଏଲ 2:1 · ଓଡ଼ିଆ ବାଇବେଲ
ଦାନିଏଲ 2:1 · ଓଡ଼ିଆ ବାଇବେଲ

ଅନନ୍ତର ନବୂଖଦ୍ନିତ୍ସର ରାଜତ୍ବର ଦ୍ବିତୀୟ ବର୍ଷ ରେ କେତକେ ସ୍ବପ୍ନ ଦେଖିଲେ। ଏଥି ରେ ତାହାର ଆତ୍ମା ଉଦ୍ବିଗ୍ନ ହେଲା ଓ ସେ ଶାଇେ ପାରିଲେ ନାହିଁ।

Cross references

ଆଦି ପୁସ୍ତକ 40:5

ଏକ ରାତି ରେ ଉଭୟ ବନ୍ଦୀ ଦୁଇଜଣ ସ୍ବପ୍ନ ଦେଖିଲେ। ସହେି ଦୁଇଜଣ ବନ୍ଦୀ ମିଶର ରେ ରାଜାଙ୍କର ପାନପାତ୍ର ବାହକ ଓ ସ୍ବପକାର। ପ୍ରେତ୍ୟକକ ଏକ ସ୍ବପ୍ନ ଦେଖିଲେ ଓ ପ୍ରେତ୍ୟକକ ସ୍ବପ୍ନର ଅର୍ଥ ଭିନ୍ନଥିଲା।

ଆଦି ପୁସ୍ତକ 41:1

ଦୁଇବର୍ଷ ପରେ ଫାରୋ ଏକ ସ୍ବପ୍ନ ଦେଖିଲେ। ସେ ସ୍ବପ୍ନ ରେ ଦେଖିଲେ ଯେ, ସେ ନୀଳ ନଦୀ କୂଳ ରେ ଛିଡ଼ା ହାଇେଛନ୍ତି।

ଆଦି ପୁସ୍ତକ 41:8

ଏହାପରେ ପ୍ରଭାତ ରେ ତାଙ୍କର ମନ ଉତ୍ବିଗ୍ନ ହେଲା। ତେଣୁ ସେ ଲୋକ ପଠାଇ ମିଶର ଦେଶୀଯ ପ୍ରେତ୍ୟକକ ମନ୍ତ୍ରଜ୍ଞ ଓ ଜ୍ଞାନୀ ଲୋକମାନଙ୍କୁ ଡ଼କାଇଲେ। ମାତ୍ର ଫାରୋ ସମାନଙ୍କେ ନିକଟରେ ଆପଣା ସ୍ବପ୍ନର କଥା କୁହନ୍ତେ ସମାନଙ୍କେ ମଧ୍ଯରୁ କହେି ତା'ର ଅର୍ଥ କହି ପାରିଲେ ନାହିଁ।

ଦିତୀୟ ବଂଶାବଳୀ 36:5

ଯିହାୟୋକୀମ୍ ଯିହୁଦାର ନୂତନ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ଏଗାର ବର୍ଷ ପର୍ୟ୍ଯନ୍ତ ୟିରୁଶାଲମର ରାଜା ଥିଲେ। ଯିହାୟୋଦାରକୀମ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।

ଏଷ୍ଟର ବିବରଣ 6:1

ସହେି ରାତ୍ରି ରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚରେୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖ ରେ ପାଠ କରାଗଲା।

ଆୟୁବ ପୁସ୍ତକ 33:15

ପରମେଶ୍ବର ହୁଏତ ଲୋକଙ୍କୁ ସ୍ବପ୍ନ ରେ କହନ୍ତି କିମ୍ବା ରାତି ରେ ଦର୍ଶନ ଦଇେ କହନ୍ତି ଯେତବେେଳେ ସମାନେେ ଗଭୀର ନିଦ୍ରା ୟାଇଥାନ୍ତି।

ଯିରିମିୟ 25:1

ବାବିଲର ରାଜା ନବୂଖଦନିତ୍ସରର ଅଧିକାରର ପ୍ରଥମ ବର୍ଷ ରେ ଓ ଯୋଶିୟଯର ପୁତ୍ର, ଯିହୁଦାର ରାଜା ୟିହୋଯାକୀମର ଅଧିକାରର ଚତୁର୍ଥ ବର୍ଷ ରେ, ଯିହୁଦାର ସମଗ୍ର ଲୋକ ବିଷଯ ରେ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା।

ଦାନିଏଲ 1:1

ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ତୃତୀୟ ବର୍ଷ ରେ ବାବିଲର ରାଜା ନବୁଖଦନିତ୍ସର ସୈନ୍ଯବାହିନୀ ସହ ଆସି ୟିରୁଶାଲମକୁ ଅବ ରୋଧ କଲା।

ଦାନିଏଲ 2:3

ରାଜା ସମାନଙ୍କେୁ କହିଲେ, ମୁଁ ଗୋଟିଏ ସ୍ବପ୍ନ ଦେଖିଅଛି. ଆଉ ସହେି ସ୍ବପ୍ନ ବୁଝିବା ପାଇଁ ମାରେ ଆତ୍ମା ଉଦ୍ବିଗ୍ନ ହେଉଅଛି।

ଦାନିଏଲ 4:2

ସର୍ବୋପରିସ୍ଥ ପରମେଶ୍ବର ମାେ ପାଇଁ ଯେଉଁ ଆଶ୍ଚର୍ୟ୍ଯ କ୍ରିଯା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।

ଦାନିଏଲ 4:5

ମୁଁ ଗୋଟିଏ ସ୍ବପ୍ନ ଦେଖିଲି ଓ ତାହା ମାେତେ ଭୟଭୀତ କଲା। ଆଉ ମୁଁ ଶୟ୍ଯା ଉପ ରେ ଥିଲା ବେଳେ ମାରେ ଚିନ୍ତା ଓ ମନର ଦର୍ଶନ ମାେତେ ଉଦ୍ବିଗ୍ନ କଲା।

ଦାନିଏଲ 6:18

ତା'ପ ରେ ରାଜା ଆପଣା ପ୍ରାସାଦକୁ ୟାଇ ଉପବାସ ରେ ରାତ୍ରି ୟାପନ କଲେ। ଆଉ ବାଦ୍ଯ ୟନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ।

ଦାନିଏଲ 7:15

ମୁଁ ଦାନିୟେଲ ଦ୍ବନ୍ଦ ରେ ପଡିଲି ଓ ବ୍ଯସ୍ତ ହାଇଗଲିେ। ଆଉ ମାରେ ମାନସିକ ଦର୍ଶନ ମାେତେ ଉଦ୍ବିଗ୍ନ କଲା।

Interlinear

Choose Theme