Home Bibles ଦାନିଏଲ 12:13 · ଓଡ଼ିଆ ବାଇବେଲ
ଦାନିଏଲ 12:13 · ଓଡ଼ିଆ ବାଇବେଲ

ମାତ୍ର ଶଷେକାଳ ପର୍ୟ୍ଯନ୍ତ ତୁମ୍ଭେ, ଦାନିୟେଲ ନିଜ ପଥରେ ଗମନ କର। କାରଣ ତୁମ୍ଭେ ବିଶ୍ରାମ ପାଇବ ଓ କାଳର ଶଷେ ରେ ନିଜର ଅଧିକାର ରେ ଛିଡା ହବେ।

Cross references

ଯାତ୍ରା ପୁସ୍ତକ 33:14

ସଦାପ୍ରଭୁ ଉତ୍ତର ଦେଲେ, ମାରେ ଉପସ୍ଥିତି ତୁମ୍ଭ ସହିତ ୟିବ ଏବଂ ତୁମ୍ଭକୁ ବିଶ୍ରାମ ଦବେ।

ଗୀତସଂହିତା 1:5

ୟଦି ଧାର୍ମିକ ବ୍ଯକ୍ତିମାନେ ଏକତ୍ରୀତ ହାଇେ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହା ହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ଯସ୍ତ ହାଇଯେିବେ। ସହେି ପାପୀମାନେ କବେେ ହେଲେ ନିରପରାଧୀ ବୋଲି ପ୍ରମାଣିତ ହାଇପୋରିବେ ନାହିଁ।

ଗୀତସଂହିତା 16:5

ମୁଁ କବଳେ ମାରେ ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି। ହେ ସଦାପ୍ରଭୁ, ତୁମ୍ଭେ ମାରେ ସହାୟ ହୁଅ ଏବଂ ମାେତେ ମାରେ ପ୍ରାପ୍ଯ ପ୍ରଦାନ କର।

ଗୀତସଂହିତା 16:9

ତଣେୁ ମାରେ ହୃଦଯ ଓ ଆତ୍ମା ଅତି ଆନନ୍ଦିତ ହବେ। ଏପରିକି ମାରେ ଶରୀର ନିରାପଦରେ ରହିବ।

ଯିଶାଇୟ 57:1

ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷଯ ରେ କହେି ମନୋୟୋଗ କରୁ ନାହାଁନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ଯ କହେି ବିବଚେନା କରୁ ନାହାଁନ୍ତି।

ଦାନିଏଲ 12:3

ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ଯ ହବେେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ୟ୍ଯ କରିବେ, ଶଷେ ସମୟ ପର୍ୟ୍ଯନ୍ତ ତାରାଗଣ ତୁଲ୍ଯ ଉଜ୍ଜ୍ବଳ ହବେେ।

ଯିଖରିୟ 3:7

ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ଆମ୍ଭେ ଯେପରି ନିର୍ଦ୍ଦେଶ ଦେଉ ତୁମ୍ଭେ ସପରେି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକା ରେ କର ଯାହା ଆମ୍ଭେ ଗ୍ଭହୁଁ। ତବେେ ତୁମ୍ଭେ ଆମ୍ଭର ଗୃହ ରେ ବିଗ୍ଭର କରିବ ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ ହବେ। ଆମ୍ଭେ ତୁମ୍ଭକୁ ପ୍ରବେଶ କରାଇବା ସହେିମାନଙ୍କ ମଧିଅରେ, ଯେଉଁମାନେ କି ଏଠା ରେ ଛିଡା ହେଉଛନ୍ତି।

ମାଥିଉଲିଖିତ ସୁସମାଚାର 19:28

ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ଯ ପୁତ୍ର ତାହାଙ୍କର ମହାନ ସିଂହାସନ ପାଖ ରେ ବସିବ ଓ ତୁମ୍ଭମାନେେ ମଧ୍ଯ ଯେଉଁମାନେ ମାେତେ ଅନୁସରଣ କରୁଛ, ସିଂହାସନ ପାଖ ରେ ବସିବ। ତୁମ୍ଭମାନେେ ବାରଟି ସିଂହାସନ ଉପରେ ବସିବ ଏବଂ ଇଶ୍ରାୟେଲର ବାରଟି ବଂଶର ଲୋକମାନଙ୍କର ବିଚ଼ାର କରିବ।

ଲୂକଲିଖିତ ସୁସମାଚାର 2:29

ପ୍ରଭୁ! ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତି ରେ ମରିବାକୁ ଦିଅ।

ଲୂକଲିଖିତ ସୁସମାଚାର 21:36

ତେଣୁ ସଦା ବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସଗେୁଡିକ ମଧ୍ଯଦଇେ ନିରାପଦ ରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭମାନେେ ଆତ୍ମାବିଶ୍ବାସର ସହିତ ମନୁଷ୍ଯପୁତ୍ରଙ୍କ ଆଗ ରେ ଠିଆ ହାଇେ ପାରିବା ପାଇଁ ପ୍ରାର୍ଥନା କରା

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:1

ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥି ରେ ଆମ୍ଭେ ରହିଛୁ, ତାହା ନଷ୍ଟ ହବେ। ଏପରି ଘଟିଲା ପରେ ପରମେଶ୍ବରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦବେେ। ଏହା ମଣିଷ ଦ୍ବାରା ନିର୍ମିତ ନୁହେଁ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:7

ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ଯ ଶାନ୍ତି ଦବେେ। ଯେତବେେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ବର୍ଗଦୂତମାନଙ୍କ ସହିତ ସ୍ବର୍ଗରୁ ଆସିବେ, ସେତବେେଳେ ପରମେଶ୍ବର ଆମ୍ଭର ଦୁଃଖ ଉପଶମ କରି ଦବେେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:7

ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ବାସ ବଜାୟ ରଖିଛି।

ଯିହୂଦାଙ୍କ ପତ୍ର 1:14

ଆଦମଙ୍କଠାରୁ ପୁରୁଷାନୁକ୍ରମେ ସପ୍ତମ ପୁରୁଷ ରେ ଜାତ ହନୋକ ଏହି ଲୋକମାନଙ୍କ ବିଷୟ ରେ ଏହି କଥା କହିଥିଲେ : ଦେଖ ପ୍ରଭୁ ତାହାଙ୍କର ହଜାର ହଜାର ପବିତ୍ର ସ୍ବର୍ଗଦୂତମାନଙ୍କ ସହିତ ଆସୁଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:13

ତା'ପରେ ମୁଁ ଗୋଟିଏ ସ୍ବର ସ୍ବର୍ଗରୁ ଶୁଣିଲି। ସହେି ସ୍ବର କହିଲା, ଏହା ଲେଖିରଖ : ବର୍ତ୍ତମାନଠାରୁ ପ୍ରଭୁଙ୍କଠା ରେ ବିଶ୍ବାସ ରଖି ଯେଉଁମାନେ ମୃତ୍ଯୁବରଣ କରନ୍ତି, ସମାନେେ ଧନ୍ଯ।

Interlinear

Choose Theme