Home Bibles ଦାନିଏଲ 11:9 · ଓଡ଼ିଆ ବାଇବେଲ
ଦାନିଏଲ 11:9 · ଓଡ଼ିଆ ବାଇବେଲ

ଉତ୍ତରର ରାଜା ଦକ୍ଷିଣର ରାଜ୍ଯକୁ ଆକ୍ରମଣ କରିବ। ମାତ୍ର ସେ ୟୁଦ୍ଧ ରେ ହାରି ଆପଣା ଦେଶକୁ ଫରେିୟିବ।

Cross references

ଦାନିଏଲ 11:11

ସେତବେେଳେ ଦକ୍ଷିଣ ଦେଶର ରାଜା କୋରଧାନ୍ବିତ ହାଇେ ଉତ୍ତର ଦେଶୀଯ ରାଜାଙ୍କ ସହିତ ୟୁଦ୍ଧ ରେ ଅଗ୍ରସର ହବେେ। ଯଦିଓ ଉତ୍ତର ଦେଶୀଯ ରାଜାଙ୍କର ବୃହତ୍ତ ସୈନ୍ଯବାହିନୀ ଥିବ, ତଥାପି ସେ ୟୁଦ୍ଧ ରେ ହାରିବ।

ଯିଖରିୟ 6:6

କୃଷ୍ଣବର୍ଣ୍ଣ ଅଶ୍ବଗୁଡିକ ଦ୍ବାରା ଟଣାଯାଉଥିବା ରଥ ଉତ୍ତର ଦିଗର ଦେଶ ଆଡକୁ ଯିବେ, ଲାଲ ଅଶ୍ବଗୁଡିକ ଦ୍ବାରା ଟଣାଯାଉଥିବା ରଥ ପୂର୍ବ ଦିଗର ଦେଶ ଆଡେ, ଧଳା ଘୋଡାଗୁଡିକ ଦ୍ବାରା ଟଣାଯାଉଥିବା ପଶ୍ଚିମ ଦିଗର ଦେଶଆଡେ ଓ ପାଣ୍ତୁର ଅସ୍ବଗୁଡିକ ଦ୍ବାରା ଟଣାଯାଉଥିବା ରଥ ଦକ୍ଷିଣ ଦିଗର ଦେଶଆଡେ ଯିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:14

ସମାନେେ ମଷେପାଳକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ। କିନ୍ତୁ ମଷେଶାବକ ସମାନଙ୍କେୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡ଼ାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ବସ୍ତ ଅନୁଗାମୀମାନଙ୍କ ସହିତ ମିଶି ସମାନଙ୍କେୁ ପରାସ୍ତ କରିବେ।

Interlinear

Choose Theme