ଦାନିଏଲ 11:42 · ଓଡ଼ିଆ ବାଇବେଲ
ଆହୁରୀ ସେ ନାନା ଦେଶ ମଧିଅରେ ଆପଣା ହସ୍ତ ପ୍ରସାରିବ ଓ ମିଶର ମଧ୍ଯ ରକ୍ଷା ପାଇବ ନାହିଁ।
Cross references
ଯିହିଜିକଲ 29:14
ଏବଂ ମୁଁ ମିଶରୀଯମାନଙ୍କୁ ଫରୋଇ ଆଣିବି, ମୁଁ ସମାନଙ୍କେୁ ସମାନଙ୍କେର ଜନ୍ମଭୂମି ପାଥ୍ରୋଷକୁ ଫରୋଇ ଆଣିବି। ଏବଂ ସଠାେ ରେ ସମାନେେ ଗୋଟିଏ ଅପ୍ରଧାନ ରାଜ୍ଯ ହାଇେ ରହିବେ।
ଯିଖରିୟ 10:10
ଆମ୍ଭେ ସମାନଙ୍କେୁ ମିଶରରୁ ଫରୋଇ ଆଣିବା ଏବଂ ଅଶୂରରୁ ଏକତ୍ରୀତ କରିବା। ଆମ୍ଭେ ସମାନଙ୍କେୁ ଗିଲିଯଦରୁ ଏବଂ ଲିବାନୋନ୍ରୁ ଫରୋଇ ଆଣିବା ଏବଂ ସମାନଙ୍କେ ପାଇଁ ୟଥେଷ୍ଟ ସ୍ଥାନ ନଥିବ।
ଯିଖରିୟ 14:17
ଯଦି କୌଣସି ଦେଶର ପରିବାର ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଆସିବେ ନାହିଁ, ବର୍ଷା ସମାନଙ୍କେ ଉପ ରେ ପଡିବ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:8
ଏହି ଦୁଇ ସାକ୍ଷୀଙ୍କର ଶରୀର ମହାନଗରୀର ରାସ୍ତା ରେ ପଡ଼ିରହିବ। ଏହି ନଗରର ନାମ 'ସଦୋମ' ଓ 'ମିସର'। ନଗରର ନାମଗୁଡ଼ିକର ବିଶଷେ ଅର୍ଥ ରହିଛି। ଏହି ନଗର ରେ ସମାନଙ୍କେର ପ୍ରଭୁଙ୍କୁ ମଧ୍ଯ କ୍ରୁଶ ରେ ଚଢ଼ାଇ ମାରି ଦିଆଯାଇଥିଲା।