କିନ୍ତୁ ସହେି ନଫୁସକାଧିପତି ଦାନିୟେଲଙ୍କୁ କହିଲା, ମୁଁ ମାରେମୁନିବ ରାଜାଙ୍କୁ ଭୟ କରେ। ଯଦି ତୁମ୍ଭମାନେେ ସେ ଆଦେଶ କରିଥିବା ଖାଦ୍ୟ ଓ ପାନୀଯ ଗ୍ରହଣ ନକର, ତୁମ୍ଭମାନେେ ରୁଗ୍ଣ ଦଖାୟିବେ ଓ ଦୁର୍ବଳ ଅନୁଭବ କରିବ। ଯଦି ତୁମ୍ଭମାନେେ ଅନ୍ୟମାନଙ୍କଠାରୁ ଶୁଖିଲା ଦଖାୟୋଅ, ରାଜା ମାେ ଉପ ରେ ରାଗିବେ ଏବଂ ମାରେମୁଣ୍ତ କାଟ କରିବେ। ତା'ପ ରେ ତୁମ୍ଭମାନେେ ଏହି ଅପରାଧ ପାଇଁ ଦୋଷୀ ସାବ୍ଯସ୍ତ ହବେ।
Cross references
ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।
ତୁମ୍ଭେ ଉପବାସ କଲାବାଳେ ଦୁଃଖିତ ଥିବା ଭଳି ମୁହଁ କରନାହିଁ। କପଟୀମାନେ ସହେିପରି କରିଥାନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖଇବୋକୁ ଚାହାନ୍ତି ଯେ, ସମାନେେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ସମାନଙ୍କେୁ ଏଥିପାଇଁ ପ୍ରତିଫଳ ମିଳିସାରିଛି।
କିନ୍ତୁ ଯୀଶୁଙ୍କୁ ଅନକେ ଲୋକ ବିଶ୍ବାସ କଲେ ଏପରିକି, ଅନକେ ଯିହୂଦୀ ନେତାମାନେ ମଧ୍ଯ ତାହାଙ୍କ ଠା ରେ ବିଶ୍ବାସ କଲେ। କିନ୍ତୁ ସମାନେେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସମାନେେ ତାହାଙ୍କ ବିଶ୍ବାସ ସମ୍ବନ୍ଧ ରେ ଖାେଲାଖାଲିେ ଭାବେ କହିଲେ ନାହିଁ। ସମାନେେ ଡରିଲେ, କାଳେ ଫାରୂଶୀମାନେ ସମାନଙ୍କେୁ ସମାଜଗୃହରୁ ବାହାର କରି ଦବେେ।