Home Bibles ଆମୋଷ 7:15 · ଓଡ଼ିଆ ବାଇବେଲ
ଆମୋଷ 7:15 · ଓଡ଼ିଆ ବାଇବେଲ

ମୁଁ ଜଣେ ମଷେପାଳକ ଥିଲି ଓ ସଦାପ୍ରଭୁ ମାେତେ ଆଣି କହିଲେ, 'ୟାଅ ଓ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଭବିଷ୍ଯତବାଣୀ ପ୍ରଗ୍ଭର କର।'

Cross references

ଦିତୀୟ ଶାମୁୟେଲ 7:8

ତେଣୁ ଏବେ ତୁମ୍ଭେ ମାେ ଦାସ ଦାଉଦକକ୍ସ୍ଟ ଏପରି କକ୍ସ୍ଟହ, 'ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହନ୍ତି, ମିଁ ତୁମ୍ଭମାନଙ୍କୁ ଆଣିଲି। ଯେତବେେଳେ ତୁମ୍ଭମାନେେ ଗ୍ଭରଣ ଭୂମିରେ ମଷେପଲଗକ୍ସ୍ଟଡିକ ପଛ ରେ ଅନକ୍ସ୍ଟସରଣ କରୁଥିଲ। ମୁ ତୁମ୍ଭମାନଙ୍କୁ ମାରେ ଇଶ୍ରାୟେଲୀୟ ଲୋକମାନଙ୍କ ଉପରେ ନେତା କରିବା ପାଇଁ ନଇେ ଆସିଲି।

ପ୍ରଥମ ରାଜାବଳୀ 19:19

ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ।

ଗୀତସଂହିତା 78:70

ପରମେଶ୍ବର ଦାଉଦଙ୍କୁ ତାଙ୍କର ବିଶଷେ ଦାସରୂପେ ମନୋନୀତ କଲେ ଓ ମଷେ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।

ଯିରିମିୟ 1:7

ମାତ୍ର ସଦାପ୍ରଭୁ ମାେତେ କହିଲେ, ଆମ୍ଭେ ଜଣେ ବାଳକ ବୋଲି, 'କୁହ ନାହିଁ।' କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ୟିବ। ଆଉ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।

ଯିହିଜିକଲ 2:3

ତା'ପ ରେ ସେ ମାେତେ କହିଲା, ହେ ମନୁଷ୍ଯ ପୁତ୍ର, ମୁଁ ତୁମ୍ଭକୁ ଇଶ୍ରାୟେଲର ସନ୍ତାନଗଣଙ୍କ ନିକଟକୁ ପ୍ ରରଣେ କରୁଛି। ସମାନେେ ଏକ ବିଦ୍ରୋହୀ ଜାତି। ସମାନେେ ଓ ସମାନଙ୍କେର ପୂର୍ବପୁରୁଷଗଣ ମାେ ବିରୁଦ୍ଧ ରେ ବିଦ୍ରୋହ କଲେ ଓ ଆଜି ପର୍ୟ୍ଯନ୍ତ ପାପ କରି ଚାଲିଛନ୍ତି।

ଆମୋଷ 3:8

ୟହି ସିଂହ ଗର୍ଜ୍ଜନ କରେ, ତବେେ ଲୋକମାନେ ଭୟଭୀତ ହବେେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ଯଦବାଣୀ ପ୍ରଚାର କରିବାକୁ, କିଏ ସହେି ଭବିଷ୍ଯବାଣୀ ପ୍ରଚାର ନ କରିବ।

ମାଥିଉଲିଖିତ ସୁସମାଚାର 4:18

ଯୀଶୁ ଗାଲୀଲୀ ହ୍ରଦ ପାଖ ଦଇେ ଯାଉଥିଲେ। ସେ (ପିତର ନାମ ରେ ଖ୍ଯାତ) ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦାଖିଲେ। ସମାନେେ ହ୍ରଦ ରେ ଜାଲ ପକାଉଥିଲେ। ସମାନେେ, ବ୍ଯବସାୟ ରେ କେଉଟ ଥିଲେ।

ମାଥିଉଲିଖିତ ସୁସମାଚାର 9:9

ଯୀଶୁ ସଠାରୁେ ଯାଉଯାଉ ଦେଖିଲେ ଯେ କର ଆଦାୟ କନ୍େଦ୍ର ରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, ମାରେ ଅନୁସରଣ କର। ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।

ଲୂକଲିଖିତ ସୁସମାଚାର 24:46

ଯୀଶୁ ସମାନଙ୍କେୁ କହିଲେ, ଖ୍ରୀଷ୍ଟଙ୍କୁ ମାରି ଦିଆୟିବା ଓ ମୃତ୍ଯୁରୁ ତିନିଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲଖାେ ଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:8

କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭମାନେେ ଶକ୍ତି ପାଇ ତୁମ୍ଭମାନେେ ମାରେ ସାକ୍ଷୀ ହବେ। ପ୍ରଥମେ ୟିରୂଶାଲମର ଲୋକମାନଙ୍କୁ, ତା'ପରେ ତୁମ୍ଭମାନେେ ସମଗ୍ର ୟିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳ ରେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:20

ସମାନେେ ପ୍ ରରେିତମାନଙ୍କୁ ଦଣ୍ଡ ଦବୋପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ବରଙ୍କର ଗୁଣଗାନ କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:20

ତୁମ୍ଭମାନେେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟ ରେ କୁହ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:29

ପିତର ଓ ଅନ୍ୟ ପ୍ ରରେିତମାନେ ଉତ୍ତର ଦେଲେ, ଆମ୍ଭମାନେେ ମନୁଷ୍ଯମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ବରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।

Interlinear

Choose Theme