Home Bibles ଆମୋଷ 6:7 · ଓଡ଼ିଆ ବାଇବେଲ
ଆମୋଷ 6:7 · ଓଡ଼ିଆ ବାଇବେଲ

ସହେି ଲୋକମାନେ ସମାନଙ୍କେର ଖଟ ଉପ ରେ ଲମ୍ବି ଶାଇେଛନ୍ତି। କିନ୍ତୁ ସମାନଙ୍କେର ସୁଖର ଦିନ ଶଷେ ହାଇେଛି। ସମାନଙ୍କେୁ ଅନ୍ୟ ରାଜ୍ଯକୁ ବନ୍ଦୀରୂପେ ନିଆୟିବ। ସମାନେେ ବନ୍ଦୀ ହାଇେ ୟିବାର ପ୍ରଥମ ବ୍ଯକ୍ତି ହବେେ।

Cross references

ଦିତୀୟ ବିବରଣ 28:41

ତୁମ୍ଭମାନେେ ପକ୍ସ୍ଟତ୍ରକନ୍ଯା ଜନ୍ମ କରିବ, ମାତ୍ର ସମାନେେ ତୁମ୍ଭର ହବେେ ନାହିଁ କାରଣ ସମାନେେ ବନ୍ଦୀ ହାଇଯେିବେ।

ପ୍ରଥମ ରାଜାବଳୀ 20:16

ମଧ୍ଯାହ୍ନ ରେ ଯେତବେେଳେ ରାଜା ବିନ୍ହଦଦ୍ ଓ ବତିଶ ଜଣ ଅନ୍ୟ ରାଜା ନିଜ ଶିବିର ରେ ପାନ କରୁଥିଲେ ଓ ମତ୍ତ ହାଇେଥିଲେ, ସହେି ସମୟରେ ଆହାବ୍ ଆକ୍ରମଣ ଆରମ୍ଭ କରି ଦେଲେ।

ଏଷ୍ଟର ବିବରଣ 5:8

ମୁଁ ଯବେେ ମାରେ ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟି ରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯବେେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସହେି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦବେି।

ଏଷ୍ଟର ବିବରଣ 5:12

ହାମନ ଆହୁରି କହିଲା, ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜିକୁ ମାେ ଛଡା ଆଉ କାହାକୁ ରାଜାଙ୍କ ସଙ୍ଗେ ୟିବାକୁ ଦଇେ ନାହାଁନ୍ତି। ପୁଣି କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ବାରା ନିମନ୍ତ୍ରିତ ହାଇେଅଛି।

ଏଷ୍ଟର ବିବରଣ 7:1

ତେଣୁ ଏଷ୍ଟର ରାଜା ଓ ହାମନ ରାଣୀ ସହିତ ଦ୍ରାକ୍ଷାରସ ପାନ କରିବାକୁ ଗଲେ।

ଏଷ୍ଟର ବିବରଣ 7:8

ତବେେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତବେେଳେ ଏଷ୍ଟର ଯେଉଁ ଆସନ ରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡିଲା। ତେଣୁ ରାଜା କହିଲା, ଏ କ'ଣ ଗୃହ ମଧିଅରେ ମାେ ସାକ୍ଷାତ ରେ ରାଣୀକୁ ବଳାତ୍କାର କରିବ?

ଯିଶାଇୟ 21:4

ମାରେ ହୃଦଯ ଧକାଉଛି। ମହା ଭୟ ରେ ମୁଁ ଥରହର ହାଇେଅଛି। ମାରେ ଆନନ୍ଦ ରୂପକ ସାଯଂକାଳ ମହାରାତ୍ରିର ଭୟର କାରଣ ହାଇେଛି।

ଯିଶାଇୟ 24:8

ଲୋକାମନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହାଇେଛନ୍ତି। ସମସ୍ତ ଆନନ୍ଦ ଧ୍ବନି ନୀରବ ହାଇେଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହାଇେଅଛି।

ଦାନିଏଲ 5:4

ସମାନେେ ଦ୍ରାକ୍ଷାରସ ପାନ କରୁଥିଲା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦବଗେଣର ପ୍ରଶଂସା କଲେ।

ଆମୋଷ 4:3

ସ୍ତ୍ରୀ ଲୋକମାନେ କାନ୍ଥଗୁଡିକ ଭାଙ୍ଗି ବାହାରି ଆସିବେ ଏବଂ ସମାନେେ ହର୍ମୋଣ ଭିତରକୁ ନିକ୍ଷପେ ହବେେ।

ଆମୋଷ 5:5

ମାତ୍ର ବୈଥଲକୁ ଖାଜେ ନାହିଁ। ଗିଲ୍ଗଲକୁ ୟାଅ ନାହିଁ। ସୀମା ଅତିକ୍ରମ କରି ବେର୍ଶବୋକୁ ୟାଅ ନାହିଁ। ଗିଲ୍ଗଲ୍ର ଲୋକମାନଙ୍କୁ ବନ୍ଦୀରୂପେ ନିଆୟିବ ଏବଂ ବୈଥଲ ଧ୍ବଂସ ହବେ।

ଆମୋଷ 5:27

ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦମ୍ମେଶକ ସହରର ବହୁତ ଦୂରକୁ ବନ୍ଦୀକରି ନିର୍ବାସିତ କରାଇବା। ସର୍ବଶକ୍ତିମାନ ପରମେଶ୍ବର ଏହି କଥା କହିଲେ।

ଆମୋଷ 7:11

ଆମାଷେ କହୁଛନ୍ତି, 'ୟାରବିଯାମ୍ ଖଡ୍ଗ ରେ ନିହତ ହବେେ ଏବଂ ଇଶ୍ରାୟେଲର ଲୋକମାନଙ୍କୁ ଦେଶ ବାହାରକୁ ବନ୍ଦୀରୂପେ ନିଆୟିବ।'

ଆମୋଷ 7:17

କିନ୍ତୁ ସଦାପ୍ରଭୁ କୁହନ୍ତି, 'ତୁମ୍ଭର ସ୍ତ୍ରୀ ନଗର ମଧିଅରେ ଜଣେ ଗଣିକା ହବେ। ତୁମ୍ଭର ପୁତ୍ରକନ୍ଯାଗଣ ଖଡ୍ଗ ରେ ନିହତ ହବେେ। ଅନ୍ୟ ଲୋକମାନଙ୍କୁ ତୁମ୍ଭ ରାଜ୍ଯରୁ ନିଆୟିବ ଏବଂ ସମାନଙ୍କେ ନିଜ ନିଜ ମଧିଅରେ ବିଭାଗ କରାୟିବ। ଆଉ ମଧ୍ଯ ତୁମ୍ଭେ ବିଦେଶ ରେ ମୃତ୍ଯୁବରଣ କରିବ। ଇଶ୍ରାୟେଲର ଲୋକମାନେ ନିଶ୍ଚିତ ଏଦେଶରୁ ବନ୍ଦୀରୂପେ ବିତାଡିତ ହବେେ।'

ନାହୂମ 1:10

ତୁମ୍ଭମାନେେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇଯେିବ, ଏକ ଛନ୍ଦାଛନ୍ଦି ହାଇେଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡି଼ୟାଏ। ତୁମ୍ଭମାନେେ ମଦ୍ଯପମାନଙ୍କ ପରି ହବେ। ତୁମ୍ଭମାନେେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ଯ ଗ୍ରାସିତ ହବେ।

ଲୂକଲିଖିତ ସୁସମାଚାର 21:24

କେତକେ ଲୋକଙ୍କୁ ସୈନ୍ଯମାନେ ମାରି ଦବେେ। ଅନ୍ୟ କେତକଙ୍କେୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆୟିବ। ଅଣଯିହୂଦୀଲୋକ ସମାନଙ୍କେର ସମୟ ଶଷେ ନ ହବୋ ପର୍ୟ୍ଯନ୍ତ ପବିତ୍ର ନଗର ୟିରୁଶାଲମକୁ ପଦଦଳିତ କରିବେ।

Interlinear

Choose Theme