ଅନକେ ଦିନ ବିତିଗଲା ପରେ ଯିହୂଦୀମାନେ ଶାଉଲଙ୍କୁ ମାରିଦବୋ ପାଇଁ ଷଡ଼ୟନ୍ତ୍ର କଲେ।
Cross references
ଏହି ସମୟରେ ଅଦୋନିଷଦକେ ୟିରକ୍ସ୍ଟଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହାଶୂେୟ ଅଯକକ୍ସ୍ଟ ପରାସ୍ତ କରି ସଐୂର୍ଣ ଭାବେ ଧ୍ବଂସ କରିଛନ୍ତି। ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଯିହାଶୂେୟ ଯିରୀହାେ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସହେିପରି ଅଯ ଓ ତା'ର ରାଜାଙ୍କକ୍ସ୍ଟ କଲେ। ଆଉ ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଗିବିଯୋନମାନେ ଇଶ୍ରାୟେଲମାନଙ୍କ ସହିତ ଶାନ୍ତିଚକ୍ସ୍ଟକ୍ତି କରିଛନ୍ତି ଏବଂ ସହେି ଲୋକମାନେ ୟିରକ୍ସ୍ଟଶାଲମ ନିକଟରେ ବାସ କରୁଛନ୍ତି।
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।
ଅଣଯିହୂଦୀ, ରାଜା ଓ ଇଶ୍ରାୟେଲର ଲୋକମାନଙ୍କ ଆଗ ରେ ସେ ମାେ ନାମ ରେ ସାକ୍ଷ୍ଯ ଦବେ। ମାେ ନାମ ପାଇଁ ତାହାକୁ ଯେ, କେତେ କଷ୍ଟ ଦଇେ ୟିବାକୁ ହବେ ମୁଁ ନିଜେ ତାହାକୁ ଜଣାଇବି।
ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀ ଲୋକଙ୍କୁ ଓ ନଗରର ମୁଖ୍ଯ ବ୍ଯକ୍ତିମାନଙ୍କୁ ଉତ୍ତଜେିତ କରାଇଲେ। ସମାନେେ ପାଉଲ ଓ ବର୍ଣ୍ଣବ୍ବା ବିରୁଦ୍ଧ ରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସମାନେେ ସମାନଙ୍କେୁ ତାଡ଼ନା କରିବା ଆରମ୍ଭ କଲେ ଓ ସମାନଙ୍କେୁ ସହେି ଅଞ୍ଚଳରୁ ବାହାର କରି ଦେଲେ।
ମାତ୍ର ଯେଉଁ ଯିହୂଦୀମାନେ ଅବିଶ୍ବାସ କରୁଥିଲେ, ସମାନେେ ଅନ୍ୟ ଜାତୀୟ ଲୋକମାନଙ୍କ ମନ ରେ ଭାଇମାନଙ୍କ ବିରୁଦ୍ଧ ରେ ଖରାପ ଧାରଣା ଜନ୍ମାଇଲେ।
କିନ୍ତୁ ତା'ପରେ କେତକେ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସମାନେେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲଣେି ଭାବି ସମାନେେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ।
କିନ୍ତୁ ପ୍ରଭୁ ମାେତେ କହିଲେ, 'ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।'
ମୁଁ ଅନକେ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କ ରେ ନଦୀ ରେ ଲୁଣ୍ଠନକାରୀମାନଙ୍କଠାରୁ ମାରେନିଜ ଲୋକମାନଙ୍କଠାରୁ, ଅଣଯିହୂଦୀ ମାନଙ୍କଠାରୁ ମୁଁ ବିପଦ ରେ ଥିଲି। ନଗର ମାନଙ୍କ ରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ର ରେ, ମଧ୍ଯ ମୁଁ ବିପଦ ରେ ପଡ଼ିଥିଲି। ଯେଉଁଲୋକମାନେ ମିଛ ରେ ଭାଇ ବୋଲାଉ ଥିଲେ ସମାନଙ୍କେ ପାଇଁ ମୁଁ ବିପଦ ରେ ପଡ଼ିଥିଲି।
ମାେ ଆଗରୁ ପ୍ ରରେିତ ହାଇେ ସାରିଥିବା ୟିରୁଶାଲମର ପ୍ ରରେିତମାନଙ୍କ ପାଖକୁ ମୁଁ ଗଲିନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା'ପରେ ଦମ୍ମସକେ ନଗରକୁ ଫରେିଗଲି।
ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରି ଦେଲେ। ସମାନେେ ଭବିଷ୍ଯଦ୍ ବକ୍ତାମାନଙ୍କୁ ମଧ୍ଯ ମାରି ଦେଲେ। ସହେି ଯିହୂଦୀମାନେ ଆମ୍ଭକୁ ସହେି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ଯ କଲେ। ପରମେଶ୍ବର ସମାନଙ୍କେଠା ରେ ସନ୍ତୁଷ୍ଟ ନୁହଁନ୍ତି। ସମାନେେ ସମଗ୍ର ମାନବ ଜାତିର ବିରୋଧୀ।