ରେରିତମାନଙ୍କ କାର୍ଯ୍ୟର ବିବରଣ 8:38 · ଓଡ଼ିଆ ବାଇବେଲ
ତା'ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା'ପରେ ଫିଲିପ୍ପ ଓ ନଫୁସକ ଦୁ ହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ.
Cross references
ଯୋହନଲିଖିତ ସୁସମାଚାର 3:22
ଏହାପରେ ଯୀଶୁ ଓ ତାହାଙ୍କର ଶିଷ୍ଯମାନେ ୟିହୂଦା ଅଞ୍ଚଳକୁ ଗଲେ। ସଠାେରେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କ ସହିତ ରହି ଲୋକଙ୍କୁ ବାପ୍ତିସ୍ମ ଦେଲେ।
ଯୋହନଲିଖିତ ସୁସମାଚାର 4:1
ହନଙ୍କ ଅପେକ୍ଷା ଯୀଶୁ ଅଧିକ ଶିଷ୍ଯ କରୁଥିବାରୁ ଓ ବାପ୍ତିଜିତ ଦେଉଥିବାର ଖବର ଫାରୂଶୀମାନେ ଶୁଣିଲେ।