ରେରିତମାନଙ୍କ କାର୍ଯ୍ୟର ବିବରଣ 8:34 · ଓଡ଼ିଆ ବାଇବେଲ
ନଫୁସକ ଫିଲିପ୍ପଙ୍କୁ କହିଲେ, ମାେତେ ଦୟାକରି କୁହ, କାହା ବିଷୟ ରେ ଭବିଷ୍ଯଦ୍ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟ ରେ କହୁଛନ୍ତି ନା ଆଉ କାହା ବିଷୟ ରେ କହୁଛନ୍ତି?
Cross references
ମାଥିଉଲିଖିତ ସୁସମାଚାର 2:2
ସମାନେେ ପଚାରିଲେ ଯିହୂଦୀମାନଙ୍କର ରାଜା ସହେି ନବଜାତ ଶିଶୁ କେଉଁଠା ରେ? କାରଣ ଆମ୍ଭେ ପୂର୍ବ ଦେଶ ରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସହେି ତାରୀ ପ୍ରକାଶ କରେ ଯେ, ସେ ଜନ୍ମ ହାଇେଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।
ମାଥିଉଲିଖିତ ସୁସମାଚାର 13:36
ତା'ପରେ ଯୀଶୁ ଲୋକମାନଙ୍କୁ ପଠଇେ ଦଇେ ଘରକୁ ଗଲେ। ତାହାଙ୍କ ପାଖ ରେ ତାହାଙ୍କ ଶିଷ୍ଯମାନେ ପହଞ୍ଚି କହିଲେ, ଆମ୍ଭକୁ କ୍ଷତରେ ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।
ମାଥିଉଲିଖିତ ସୁସମାଚାର 15:15
ଏକଥା ଶୁଣି ପିତର କହିଲେ, ଏହି କାହାଣୀର ଅର୍ଥ ଆମ୍ଭକୁ ବୁଝା