ସେତବେେଳେ ପବିତ୍ର ଆତ୍ମା ଫିଲିପ୍ପଙ୍କୁ କହିଲେ, ତୁମ୍ଭେ ସେ ରଥ ପାଖକୁ ଯାଇ ସଠାେରେ ରୁହ।
Cross references
ପୁଣି ସମାନେେ ଡ଼ାକିବା ପୂର୍ବରୁ ଆମ୍ଭେ ଉତ୍ତର ଦବୋ ଓ ସମାନେେ କଥା କହୁ କହୁ ଆମ୍ଭେ ଶୁଣିବା।
ଆସ, ସଦାପ୍ରଭୁଙ୍କ ସମ୍ବନ୍ଧ ରେ ଅଧ୍ଯଯନ କରିବା। ତାଙ୍କ ସମ୍ବନ୍ଧ ରେ ଅଧିକ ଜାଣିବା ପାଇଁ କଠାେର ଅଧ୍ଯବସାଯ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମଯ କଲା ପରି ପରମେଶ୍ବର ଆମ୍ଭମାନଙ୍କ ନିକଟକୁ ଆସିବେ।
ସପେର୍ୟ୍ଯନ୍ତ ପିତର ସହେି ଦର୍ଶନ ବିଷୟ ରେ ଚି଼ନ୍ତା କରୁଥିଲେ। ସହେି ସମୟରେ ପବିତ୍ର ଆତ୍ମା ତାହାଙ୍କୁ କହିଲେ, ଶୁଣ, ତିନିଜଣ ଲୋକ ତୁମ୍ଭକୁ ଖାଜେୁଛନ୍ତି।
ମାେତେ ସମାନଙ୍କେ ସହିତ ବିନା ସଙ୍କୋଚ଼ ରେ ୟିବାପାଇଁ ପବିତ୍ର ଆତ୍ମା ନିର୍ଦ୍ଦେଶ ଦେଲେ। ମାେ ସାଙ୍ଗ ରେ ଏଠା ରେ ଥିବା ଏହି ଛଅଜଣ ବିଶ୍ବାସୀ ଭାଇ ମଧ୍ଯ ଆସିଥିଲେ। ଆମ୍ଭମାନେେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ।
ସମାନେେ ପ୍ରଭୁଙ୍କର ସବୋ ଓ ଉପବାସ କରୁଥିବା ସମୟରେ ପବିତ୍ର ଆତ୍ମା ସମାନଙ୍କେୁ କହିଲେ, ତୁମ୍ଭମାନେେ ମାେ ପାଇଁ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ସ୍ବତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସମାନଙ୍କେୁ ଗୋଟିଏ ବିଶଷେ କାର୍ୟ୍ଯ କରିବା ପାଇଁ ଆହ୍ବାନ କରିଅଛି।
ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦଇଗେଲେ। ସମାନଙ୍କେୁ ପବିତ୍ରଆତ୍ମା ଏସିଆ ରେ ପ୍ରଭୁଙ୍କର କଥା ପ୍ରଚ଼ାର କରିବାକୁ ଅନୁମତି ଦେଲେ ନାହିଁ।
କିନ୍ତୁ ମୁଁ ବର୍ତ୍ତମାନ ପବିତ୍ର ଆତ୍ମାଙ୍କର ବଧ୍ଯ ହାଇେ ୟିରୁଶାଲମକୁ ଯାଉଛି। ମୁଁ ଜାଣିନାହିଁ, ମାରେ ସଠାେରେ କ'ଣ ହବେ।
ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗି ନଇେ ନିଜ ହାତ ଗୋଡ ବାନ୍ଧି ପକାଇଲେ ଓ କହିଲେ, ପବିତ୍ର ଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, 'ତାହାଙ୍କୁ ୟିରୁଶାଲମ ରେ ଯିହୂଦୀମାନେ ଏହିପରି ବାନ୍ଧି ପକାଇବେ। ସମାନେେ ତାହାଙ୍କୁ ଅଣଯିହୂଦୀମାନଙ୍କ ହାତ ରେ ସମର୍ପଣ କରିବେ।'
ସହେି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସା ରେ ଏହି ସମସ୍ତ କାର୍ୟ୍ଯ କରନ୍ତି। ସହେି ଆତ୍ମା ପ୍ରେତ୍ୟକକ ବ୍ଯକ୍ତିଙ୍କୁ କ'ଣ ଦିଆୟିବ, ତାହା ସ୍ଥିର କରନ୍ତି।
ପବିତ୍ର ଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ପରିତ୍ଯାଗ କରିବେ। ସମାନେେ ସମାନଙ୍କେୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।