Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 7:40 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 7:40 · ଓଡ଼ିଆ ବାଇବେଲ

ସମାନେେ ହାରୋଣଙ୍କୁ ଯାଇ କହିଲେ, 'ଆମ୍ଭମାନଙ୍କର ପଥ ଦଖାଇବୋ ପାଇଁ କେତେ ଜଣ ଦବେତାଙ୍କୁ ନିର୍ମାଣ କର। ଏହି ଯେଉଁ ମାଶାେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ, ତାହାଙ୍କର କ'ଣ ହେଲା ଆମ୍ଭେ ଜାଣି ନାହୁଁ।'

Cross references

ଯାତ୍ରା ପୁସ୍ତକ 32:1

ଲୋକମାନେ ଅନୁଭବ କଲେ ଯେ, ମାଶାେ ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡରେି କଲେ। ତେଣୁ ସମାନେେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସମାନେେ ତାଙ୍କୁ କହିଲେ, ଦେଖ, ମାଶାେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣିପାରିଲୁ ନାହିଁ ତାଙ୍କର କ'ଣ ହାଇେଛି। ଆମ୍ଭମାନଙ୍କୁ ଆଗଇେ ନବୋ ପାଇଁ କେତକେ ଦବେତାଗଣ ନିର୍ମାଣ କର।

ଯାତ୍ରା ପୁସ୍ତକ 32:23

ଲୋକମାନେ ମାେତେ କହିଲେ, ' ମାଶାେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। କିନ୍ତୁ ତାଙ୍କର କ'ଣ ହେଲା ତାହା ଆମ୍ଭେ ଜାଣୁ ନାହିଁ। ତେଣୁ କିଛି ଦବଗେଣ ତିଆରି କର ଓ ଆମ୍ଭମାନଙ୍କୁ ଆଗଇେ ନିଅ।'

Interlinear

Choose Theme