Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 7:33 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 7:33 · ଓଡ଼ିଆ ବାଇବେଲ

ତା'ପରେ ପ୍ରଭୁ ତାହାଙ୍କୁ କହିଲେ, 'ତୁମ୍ଭେ ପାଦରୁ ପାଦୁକା କାଢ଼ିଦିଅ, କାରଣ ଯେଉଁ ସ୍ଥାନ ରେ ତୁମ୍ଭେ ଠିଆ ହାଇେଛ ତାହା ପବିତ୍ରଭୂମି।

Cross references

ଯାତ୍ରା ପୁସ୍ତକ 3:5

ଏହାପରେ ସଦାପ୍ରଭୁ କହିଲେ, ଆମ୍ଭର ଅଧିକ ନିକଟବର୍ତ୍ତୀ ହାଇେ ନାହୁଁ। ତୁମ୍ଭ ପାଦରୁ ପାଦୁକା କାଢି ଦିଅ କାରଣ ତୁମ୍ଭେ ଯେଉଁ ଭୂମିରେ ଛିଡା ହାଇେଛ ତାହା ପବିତ୍ର ଭୂମି ଅଟେ।

ଯିହୋଶୂୟ 5:15

ସଦାପ୍ରଭୁଙ୍କର ସୈନ୍ଯ ଦଳର ସନୋପତି ଉତ୍ତର ଦେଲେ, ତକ୍ସ୍ଟମ୍ଭ ପାଦରକ୍ସ୍ଟ ପାଦୂକା କାଢ, କାରଣ ଯେଉଁ ସ୍ଥାନ ରେ ତୁମ୍ଭେ ଛିଡା ହାଇେଅଛ, ସେ ସ୍ଥାନ ପବିତ୍ର। ତେଣୁ ୟିହୋଶୂଯ ସହେିପରି କଲେ।

ଉପଦେଶକ 5:1

ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କୁ ଉପାସନା କରିବାକୁ ୟାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦବୋ ଅପେକ୍ଷା ପରମେଶ୍ବରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ଯ ନାହିଁ, ଯେତବେେଳେ ସମାନେେ ମନ୍ଦକର୍ମ କରନ୍ତି।

ପିତରଙ୍କ ଦିତୀୟ ପତ୍ର 1:18

ଆମ୍ଭେ ସହେି ବାଣୀ ଶୁଣିଛୁ। ଆମ୍ଭମାନେେ ଯୀଶୁଙ୍କ ସହିତ ପବିତ୍ର ପର୍ବତ ରେ ଥିଲା ବେଳେ ଏହି ବାଣୀ ଆକାଶରୁ ଆସିଥିଲା।

Interlinear

Choose Theme