Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 28:18 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 28:18 · ଓଡ଼ିଆ ବାଇବେଲ

ରୋମୀୟମାନେ ମାେତେ ଅନକେ ପ୍ରଶ୍ନ ପଚ଼ାରିଲେ। କିନ୍ତୁ ସମାନେେ ମାଠାରୁେ ମୃତ୍ଯୁଦଣ୍ଡ ଯୋଗ୍ଯ କୌଣସି ଦୋଷ ପାଇଲେ ନାହିଁ। ତେଣୁ ସମାନେେ ମାେତେ ମୁକ୍ତ କରି ଦବୋ ପାଇଁ ଚାହିଁଲେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 22:24

ତା'ପରେ ସନୋପତି ପାଉଲଙ୍କୁ ସୈନ୍ଯ ନିବାସ ଭିତରକୁ ନଇୟିବୋ ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧ ରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ବାରା ପାଉଲଙ୍କୁ ପଚ଼ାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:30

ତହିଁ ଆର ଦିନ ସନୋଧ୍ଯକ୍ଷ ଜାଣିବା ପାଇଁ ଚାହିଁଲେ, ଯିହୂଦୀମାନେ ପ୍ରକୃତ ରେ ପାଉଲଙ୍କ ବିରୁଦ୍ଧ ରେ କଣ ଦୋଷରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରି ଦେଲେ ଏବଂ ୟିହୁଦୀ ମୁଖ୍ଯ ଯାଜକମାନଙ୍କୁ ଓ ସମଗ୍ର ଯିହୂଦୀ ମହାସଭା ଏକାଠି ହବୋକୁ ଆଦେଶ ଦେଲେ। ତା'ପରେ ସନୋଧ୍ଯକ୍ଷ ପାଉଲଙ୍କର ଶିକୁଳି ଖାଲିେ ଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖ ରେ ବିଚ଼ାର ପାଇଁ ଠିଆ କରାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:29

ତା'ପରେ ମୁଁ ଜାଣିବାକୁ ପାଇଲି ଯେ, ସେ ସମାନଙ୍କେ ବ୍ଯବସ୍ଥା ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଭିୟୁକ୍ତ ହାଇେଛି। କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:10

ରାଜ୍ଯପାଳ ଯେତବେେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତବେେଳେ ପାଉଲ ଉତ୍ତର ଦଇେ କହିଲେ, ମୁଁ ଜାଣେ ଯେ ଆପଣ ଅନକେ ବର୍ଷ ଧରି ଏ ଜାତିର ବିଚ଼ାରକର୍ତ୍ତା ଭାବରେ କାର୍ୟ୍ଯ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖ ରେ ମୁଁ ଆନନ୍ଦ ରେ ମାରେ ପକ୍ଷସମର୍ଥନ କରୁଅଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:22

ଫଲେୀକ୍ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟ ରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, ସନୋଧ୍ଯକ୍ଷ ଲୂସିଯା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଚ଼ାର କରିବି।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:7

ପାଉଲ କୋଠରୀକୁ ଆସିବା ପରେ ୟିରୂଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସମାନେେ ତାହାଙ୍କ ଚ଼ାରିପାଖେ ଠିଆ ହାଇଗେଲେ। ସମାନେେ ତାହାଙ୍କ ବିରୁଦ୍ଧ ରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରିପାରିଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:31

ସମାନେେ ବିଚ଼ାର ଗୃହ ଛାଡ଼ିଲା ବେଳେ ପରସ୍ପର ସହିତ କଥାବାର୍ତ୍ତା ହେଲେ। ସମାନେେ କହିଲେ, ଏହି ଲୋକକୁ ହତ୍ଯା କରିବା କି ବନ୍ଦୀ କରିବା ଉଚିତ ନୁହେଁ। ସେ ପ୍ରକୃତ ରେ କିଛି ଖରାପ କାର୍ୟ୍ଯ କରିନାହିଁ।

Interlinear

Choose Theme