ରେରିତମାନଙ୍କ କାର୍ଯ୍ୟର ବିବରଣ 28:13 · ଓଡ଼ିଆ ବାଇବେଲ
ସଠାରୁେ ବାହାରି ଆମ୍ଭେ ରଗେିୟ ନଗର ରେ ପହଞ୍ଚିଲୁ। ସଠାେରେ ଗୋଟିଏ ଦିନ ରହିବା ପରେ ଦକ୍ଷିଣା ପବନ ବହିଲା। ଆମ୍ଭେ ଦ୍ବିତୀୟ ଦିନ ପୁତେଅଲୀ ନଗର ରେ ପହଞ୍ଚିଲୁ।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 27:13
ତା'ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜ ରେ ଥିବା ଲୋକମାନେ ଭାବିଲେ, ଆମ୍ଭେ ଯେଉଁ ପବନ ବହିବାଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ। ତେଣୁ ଆମ୍ଭେ ଲଙ୍ଗର ଉେଠଇ କ୍ରୀତି ଉପଦ୍ବୀପର କୂଳକେୂଳେ ଯାତ୍ରା କଲୁ।