Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 28:1 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 28:1 · ଓଡ଼ିଆ ବାଇବେଲ

ଆମ୍ଭେ ନିରାପଦ ରେ କୂଳ ରେ ପହଞ୍ଚିବା ପରେ ଜାଣିଲୁ ଯେ, ସହେି ଉପଦ୍ବୀପର ନାମ ମଲେିତୀ। ସେତବେେଳେ ବର୍ଷା ହେଉଥିଲା।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 16:10

ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ୟିବାପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସମାନଙ୍କେ ନିକଟରେ ସୁସମାଚ଼ାର ପହଞ୍ଚାଇବା ପାଇଁ ଆମ୍ଭକୁ ଡ଼ାକିଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:26

କିନ୍ତୁ ଆମ୍ଭେ କୌଣସି ଉପଦ୍ବୀପ କୂଳ ରେ ଖଣ୍ଡ ବିଖଣ୍ଡ ହାଇେ ପଡ଼ିବା।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:39

ଦିନ ହେଲା, ମାତ୍ର ନାବିକମାନେ ସହେି ସ୍ଥାନଟି ଚ଼ିହ୍ନି ପାରିଲେ ନାହିଁ। ସମାନେେ ଗୋଟିଏ ଉପସାଗର କୂଳ ରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସହେି କୂଳ ରେ ଜାହାଜ ଲଗଇବୋ ପାଇଁ ସ୍ଥିର କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:44

ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭଳୋ ସାହାୟ୍ଯ ରେ କୂଳକୁ ୟିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦ ରେ କୂଳ ରେ ଆସି ପହନ୍ଚିଲେ। କାହାର ମୃତ୍ଯୁ ହେଲା ନାହିଁ।

Interlinear

Choose Theme