Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 27:6 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 27:6 · ଓଡ଼ିଆ ବାଇବେଲ

ସଠାେରେ ୟୁଲିଅ ଆଲକଜୋଣ୍ଡ୍ରିଆର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲୋ ସେ ଆମ୍ଭମାନଙ୍କୁ ସେଥି ରେ ଚ଼ଢାଇ ଦେଲେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 6:9

କେତକେ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ୟୁକ୍ତିତର୍କ କଲେ। ସମାନେେ କୁରୀଣୀୟ, ଲିବର୍ତ୍ତାନ, କିଲିକାଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସମାନେେ ଯିହୂଦୀମାନଙ୍କର ଆଲକଜୋଣ୍ଡ୍ରୀୟ ସମାଜଗୃହର ସଭ୍ଯ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:24

ଆପଲ୍ଲ ନାମକ ଜଣେ ଯିହୂଦୀୟ ସଠାେରେ ଥିଲେ। ତାହାଙ୍କର ଜନ୍ମସ୍ଥାନ ଆଲେକ୍ଜାଣ୍ଡ୍ରିଯା। ସେ ଏଫିସ ନଗରକୁ ଆସିଲେ ସେ ଜଣେ ଅତି ଭଲ ବକ୍ତାଥିଲେ। ଧର୍ମଶାସ୍ତ୍ର ରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:1

ଇତାଲିଆକୁ ଜାହାଜା ରେ ଯାତ୍ରା କରିବା ପାଇଁ ସ୍ଥିର ହବୋରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାଯିତ୍ବ ୟୂଲିଅ ନାମକ ଶତ ସନୋପତିଙ୍କ ହସ୍ତ ରେ ଅର୍ପଣ କରାଗଲା। ସହେି ୟୂଲିଅ ସମ୍ରାଟଙ୍କର ସନୋବାହିନୀ ରେ ଚ଼ାକିରୀ କରୁଥିଲେ। ଆମ୍ଭମାନେେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜ ରେ ଉଠିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:11

ଆମ୍ଭେ ତିନି ମାସ ପରେ ଆଲକଜୋଣ୍ଡ୍ରିଆ ନଗରୀ ରେ ଗୋଟିଏ ଜାହାଜ ରେ ଚ଼ଢ଼ି ପୁଣି ଯାତ୍ରା କଲୁ। ତା'ର ନାମ ମିଥୁନ ଥିଲା। ଏହି ଜାହାଜଟି ମଲେିତୀ ଦ୍ବୀପରେ ଶୀତକାଳ ବିତାଇଥିଲା।

Interlinear

Choose Theme