ଥରେ ମୁଖ୍ଯ ଯାଜକମାନେ ମାେତେ ଦମ୍ମସକେ ନଗରକୁ ୟିବା ପାଇଁ ଅନୁମତି ଓ କ୍ଷମତା ଦେଲେ।
Cross references
ତହୁଁ ଈଷବଲେ ଆହାବ୍ଙ୍କ ନାମ ରେ ପତ୍ର ଲେଖି ତାଙ୍କର ମାହେର ମାରି ନାବୋତ ନଗରସ୍ଥ ଓ ତାହାର ପ୍ରାଚୀନଗଣଙ୍କ ପାଖରୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସହେି ପତ୍ର ପଠାଇଲେ।
ହେ ପରମେଶ୍ବର, ତୁମ୍ଭେ ନିଷ୍ଠୁର ବିଚାରକମାନଙ୍କୁ ସାହାୟ୍ଯ କର ନାହିଁ। ସହେି ଅଧର୍ମୀ ବିଚାରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିଯମକୁ ବ୍ଯବହାର କରନ୍ତି।
ଯେଉଁମାନେ ଅଧର୍ମ ବ୍ଯବସ୍ଥା କରନ୍ତି ସେ ଆଇନ ପ୍ରଣଯନକାରୀମାନଙ୍କୁ ଧ୍ଯାନ ଦିଅ। ଯେଉଁ ନିଯମ ପ୍ରଣଯନକାରୀ ଲୋକମାନଙ୍କର ଜୀବନକୁ କଷ୍ଟମଯ ଓ ଜଟିଳ କରିବା ପାଇଁ ଲେଖନ୍ତି। ସମାନେେ ସନ୍ତାପର ପାତ୍ର।
ଆଉ ଯିରିମିୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାସବୁ କହିବା ସମାପ୍ତ କଲାପ ରେ ଯାଜକମାନେ, ଭବିଷ୍ଯଦବକ୍ତାମାନେ ଓ ଲୋକମାନେ ଯିରିମିୟଙ୍କୁ ଧରି କହିଲେ, ତୁମ୍ଭେ ନିଶ୍ଚଯ କରିବ।
ତୁମ୍ଭେ ଏହି ପତ୍ର ରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, 'ଯିହାୟୋଦାରଦା ଯାଜକ ବଦଳ ରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କହେି ବାତୁଳ ହାଇେ ନିଜକୁ ଭବିଷ୍ଯଦବକ୍ତା ବୋଲି କ ହେ, ତବେେ ତୁମ୍ଭେ ତାକୁ ବଡ଼ ହରିକାଠ ରେ ଏକ ବଡ଼େି ରେ ବାନ୍ଧି ରଖିବ।
ମନ୍ଦିର ରେ ସୈନ୍ଯମାନେ ମୁଖ୍ଯଯାଜକ ଓ ଫାରୂଶୀମାନଙ୍କ ପାଖକୁ ଫରେି ଆସିଲେ। ଯାଜକମାନେ ଓ ଫାରୂଶୀମାନେ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ଯୀଶୁଙ୍କୁ କାହିଁକି ବନ୍ଦୀ କରି ଆଣିଲ ନାହିଁ?
କିନ୍ତୁ ମହାୟାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧ ରେ ଗୋଟିଏ ବିଶଷେ ଆଦେଶ ଦଇେଥିଲେ। ସମାନେେ ଘାଷେଣା କରିଥିଲେ ଯେ, ଯୀଶୁ କେଉଁଠା ରେ ଅଛନ୍ତି ଏହା ଜାଣିଥିବା ବ୍ଯକ୍ତି ସଙ୍ଗେ ସଙ୍ଗେ ସମାନଙ୍କେୁ ଜଣାଇବ। ତବେେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିପାରିବେ।
ଶାଉଲ ୟିରୂଶାଲମ ରେ ପ୍ରଭୁଙ୍କ ଅନୁସରଣକାରୀମାନଙ୍କ ବିରୁଦ୍ଧ ରେ ହତ୍ଯାର ଭୟ ଦଖାଇବୋ ପାଇଁ ଚେ଼ଷ୍ଟା କଲେ।
ମହାୟାଜକ ଓ ପ୍ରାଚ଼ୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସମାନଙ୍କେଠାରୁ ଦମ୍ମସକରେେ ଥିବା ସମାନଙ୍କେର ଭାଇମାନଙ୍କ ପାଖକୁ ପତ୍ର ନଇେ ଯାଇଥିଲି। ସଠାେରେ ଥିବା ଯୀଶୁଙ୍କର ଶିଷ୍ଯମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସମାନଙ୍କେୁ ବନ୍ଦୀ କରି ୟିରୁଶାଲମକୁ ନଇେ ଆସିବା ପାଇଁ ମୁଁ ଯାଉଥିଲି।
ଏ ଭଳି କରୁଥିବା ବେଳେ ମୁଁ ୟିରୂଶାଲମ ରେ ପରମେଶ୍ବରଙ୍କର ଅନକେ ଲୋକଙ୍କୁ ବନ୍ଦୀ କରି କାରାଗାର ରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତବେେଳେ ମୃତ୍ଯୁଦଣ୍ଡ ଦିଆଯାଉଥିଲା, ସେତବେେଳେ ମୁଁ ମଧ୍ଯ ଏହା ଠିକ୍ ବୋଲି ଭାବି ସେଥି ରେ ପୂର୍ଣ୍ଣ ସମ୍ମତ ହାଇେଥିଲି। ମୁଁ ପରମେଶ୍ବରଙ୍କର ଅନକେ ଲୋକମାନଙ୍କୁ ଧରି ଆଣି କାରାଗାର ରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାୟାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସମାନଙ୍କେୁ ସମାଜ ଗୃହ ସବୁ ରେ ଦଣ୍ତ ଦଇେଥିଲି।