Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 24:3 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 24:3 · ଓଡ଼ିଆ ବାଇବେଲ

ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ଯନ୍ତ କୃତଜ୍ଞ।

Cross references

ଲୂକଲିଖିତ ସୁସମାଚାର 1:3

ହେ ମାନ୍ଯବର, ଯେ ହତେୁ ପ୍ରଥମରୁ ମୁଁ ନିଜେ ସାବଧାନ ହାଇେ ଏ ସବୁ ଅନୁଧ୍ଯାନ କରିଛି, ସେଥିସକାେଶ ତୁମ୍ଭ ପାଇଁ ଏହାର ଗୋଟିଏ କ୍ରମିକ ବିବରଣୀ ଏକ ପୁସ୍ତକ ଆକାର ରେ ଲେଖିବାକୁ ମୁଁ ଉଚିତ ମନେ କଲି।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:26

ମହାମହିମ ରାଜ୍ଯପାଳ ଫଲେୀକ୍ସଙ୍କୁ କ୍ଲାଉଦିଅ ଲୂସିଯାଙ୍କର ନମସ୍କାର।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:25

ପାଉଲ ଏହା ଶୁଣି ଉତ୍ତର ଦେଲେ, ହେ ମହମାନ୍ଯ ଫେଷ୍ଟ, ମୁଁ ପାଗଳ ନୁହେଁ। ମାରେ ସବୁ କଥା ସତ୍ଯ ଓ ୟୁକ୍ତିୟୁକ୍ତ।

Interlinear

Choose Theme