Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 24:20 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 24:20 · ଓଡ଼ିଆ ବାଇବେଲ

ନଚେ଼ତ୍ ଆପଣ ଏଠା ରେ ଉପସ୍ଥିତ ଥିବା ଯିହୂଦୀମାନଙ୍କୁ ପଚ଼ାରନ୍ତୁ, ସମାନଙ୍କେ ପରିଷଦ ସଭା ରେ, ସମାନଙ୍କେ ସମ୍ମୁଖ ରେ ମୁଁ ଯେତବେେଳେ ଠିଆ ହଲିେ, ସେତବେେଳେ ସମାନେେ ମାଠାେ ରେ କଣ ସବୁ ଦୋଷ ଦେଖିଲେ?

Cross references

ପ୍ରଥମ ଶାମୁୟେଲ 12:5

ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, ତୁମ୍ଭେ ଯାହା କହିଲ ସଦାପ୍ରଭୁ ଏବଂ ନୂତନ ମନୋନୀତ ରାଜା ତାହା ଶୁଣିଲେ, ସମାନେେ ଦୃଢ କରିବାକୁ ସାକ୍ଷୀ ରହିଲେ ଯେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ଜାଣିଲେ ମୁ କିଛି ଭୂଲ କରି ନାହିଁ। ଲୋକମାନେ କହିଲେ, ହଁ ସଦାପ୍ରଭୁ ସାକ୍ଷୀ ଅଛନ୍ତି ଏହା ସତ୍ଯ।

ପ୍ରଥମ ରାଜାବଳୀ 18:18

ଏଲିଯ କହିଲେ, ନା, ମୁଁ ଇଶ୍ରାୟେଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦବେତା ବାଲ୍ର ପୂଜା କରିବା ଆରମ୍ଭ କଲ।

ଦାନିଏଲ 6:5

ଶଷେ ରେ ସହେି ଲୋକମାନେ କହିଲେ, ଆମ୍ଭମାନେ ଦାନିୟେଲଙ୍କ ବିଷଯ ରେ କୌଣସି ଦୋଷ ପାଇବା ନାହିଁ। ତେଣୁ ତାଙ୍କ ପରମେଶ୍ବର ବ୍ଯବସ୍ଥା ସମ୍ବନ୍ଧ ରେ ଦୋଷ ଦେଖିବା।

Interlinear

Choose Theme