Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 24:13 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 24:13 · ଓଡ଼ିଆ ବାଇବେଲ

ଏହି ଲୋକମାନେ ମାେ ବିରୁଦ୍ଧ ରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସମାନେେ ଦଇେ ପାରିବେ ନାହିଁ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 25:7

ପାଉଲ କୋଠରୀକୁ ଆସିବା ପରେ ୟିରୂଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସମାନେେ ତାହାଙ୍କ ଚ଼ାରିପାଖେ ଠିଆ ହାଇଗେଲେ। ସମାନେେ ତାହାଙ୍କ ବିରୁଦ୍ଧ ରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରିପାରିଲେ ନାହିଁ।

ପିତରଙ୍କ ପ୍ରଥମ ପତ୍ 3:16

କିନ୍ତୁ ତୁମ୍ଭେ ସମାନଙ୍କେୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ ଯେ, ତୁମ୍ଭେ ଠିକ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧ ରେ ମନ୍ଦ କଥା କହୁଛନ୍ତି, ସମାନେେ ଲଜ୍ଜିତ ହବେେ। ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସମାନେେ ମନ୍ଦ କଥାଗୁଡ଼ିକ କୁହନ୍ତି। ସମାନେେ ତୁମ୍ଭ ବିଷୟ ରେ ମନ୍ଦ କଥା କହିଥିବା ହତେୁ ଲଜ୍ଜିତ ହବେେ।

Interlinear

Choose Theme