ରେରିତମାନଙ୍କ କାର୍ଯ୍ୟର ବିବରଣ 21:15 · ଓଡ଼ିଆ ବାଇବେଲ
ଏହି ସମସ୍ତ ଦିନ ବିତିଗଲା ପରେ ଆମ୍ଭେ ନିଜର ସାମଗ୍ରୀ ପ୍ରସ୍ତୁତ କଲୁ ଓ ୟିରୂଶାଲମ ପାଇଁ ଯାତ୍ରା ଆରମ୍ଭ କଲୁ।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 18:22
ପାଉଲ କାଇସରୀଆ ରେ ପହଞ୍ଚି ୟିରୂଶାଲମର ମଣ୍ଡଳୀକୁ ଯାଇ ସମାନଙ୍କେ ସହିତ ସାକ୍ଷାତ କଲେ। ତା'ପରେ ସେ ଆନ୍ତିୟଖିଆ ନଗରକୁ ଗଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:1
ତା'ପରେ ଫେଷ୍ଟ ରାଜ୍ଯପାଳ ହେଲେ। ସେ ସହେି ପ୍ରଦେଶ ରେ ତିନି ଦିନ ରହିଲେ ଓ ତା'ପରେ କାଇସରୀଆରୁ ୟିରୂଶାଲମ ଚ଼ାଲିଗଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:6
ତା'ପରେ ଫେଷ୍ଟ ସମାନଙ୍କେ ସହିତ ଆଠ ଦଶଦିନ ରହି କାଇସରୀଆକୁ ଚ଼ାଲିଗଲେ। ତହିଁ ଆରଦିନ ସେ ବିଚ଼ାର ଆସନ ରେ ବସିଲେ, ଓ ପାଉଲଙ୍କୁ ଡ଼କାଇ ପଠାଇଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:9
କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଚ଼ାରିଲେ, ତୁମ୍ଭେ ମାେ ଦ୍ବାରା ଏହି ଅଭିଯୋଗ ସମ୍ବନ୍ଧ ରେ ବିଚ଼ାର କରାୟିବା ପାଇଁ ୟିରୂଶାଲମ ୟିବା ପାଇଁ ଚ଼ାହୁଁଛ କି?