ଏଣୁ ଭବିଷ୍ଯତ ରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସମ୍ପର୍କ ରେ କହିଥିଲେ, ତାହାଙ୍କ ମୃତ୍ଯୁର ସ୍ଥାନ ରେ ଛାଡ଼ି ଦିଆ ଯାଇନାହିଁ ଓ ତାହାଙ୍କର ଦହେ କବର ରେ ପଚିସଢ଼ି ଯାଇନାହିଁ।'
Cross references
କାରଣ ତୁମ୍ଭେ ସଦାପ୍ରଭୁ ମାରେ ଆତ୍ମାକୁ ମୃତ୍ଯୁ ସ୍ଥାନରେ ପରିତ୍ଯାଗ କରିବି ନାହିଁ। ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷଯ ହବୋକୁ ଦବେ ନାହିଁ।
ମାେ ଶରୀର ମଧ୍ଯ ଭରସା ରେ ବଞ୍ଚି ରହିବ, ଯେ ହତେୁ ତୁମ୍ଭେ ମାରେ ଆତ୍ମାକୁ ମୃତ୍ଯୁ ସ୍ଥାନ ରେ ଛାଡ଼ିଦବେ ନାହିଁ। ତୁମ୍ଭେ ନିଜର ପବିତ୍ର ବ୍ଯକ୍ତିକୁ କବର ରେ କ୍ଷୟ ହବୋକୁ ଦବେ ନାହିଁ।
ପବିତ୍ର ବାକ୍ଯର ଅନ୍ୟ ସ୍ଥାନ ରେ ମଧ୍ଯ ଲଖାେଅଛି,
ଖ୍ରୀଷ୍ଟଙ୍କ ଆତ୍ମା ସହେି ଭବିଷୃଦ୍ ବକ୍ତାମାନଙ୍କ ଅନ୍ତର ରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହବେ ଓ ତା'ପରେ କିପରି ମହିମା ପ୍ରକାଶିତ ହବେ, ସହେି ବିଷୟ ରେ 'ଆତ୍ମା' କଥା କହୁଥିଲେ। ସହେି ଆତ୍ମା ଯାହା ଦଖାେଉଥିଲେ, ସହେି ଭବିଷ୍ଯଦ୍ ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସମାନେେ ଜାଣିବାକୁ ଚେଷ୍ଟା କଲେ ଯେ କେତବେେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତବେେଳେ ଜଗତର ଅବସ୍ଥା କିପରି ହାଇେଥିବ।