Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 19:40 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 19:40 · ଓଡ଼ିଆ ବାଇବେଲ

ଆଜିର ଜନ ସଭା ରେ ଆନ୍ ଦୋଳନ ସକାେଶ ଆମ୍ଭେ ଦୋଷୀ ହାଇପୋରୁ, ଯେ ହତେୁ ଆମ୍ଭପାଖ ରେ ଏହାର କୌଣସି ଯଥାର୍ଥ କାରଣ ନାହିଁ।

Cross references

ପ୍ରଥମ ରାଜାବଳୀ 1:41

ଏହି ସମୟରେ ଅଦୋନିଯ ଓ ତାହାର ସମସ୍ତ ନିମନ୍ତ୍ରିତ ଅତୀଥି ଭୋଜନ ସମାପ୍ତ କରିବା ସମୟରେ ସମାନେେ ତୂରୀ ଶଦ୍ଦ ଶୁଣିଲେ। ଯୋୟାବ ପଚାରିଲେ, ନଗର ରେ ଏହି କୋଳାହଳ ଶଦ୍ଦ କାହିଁକି ହେଉଅଛି?

ମାଥିଉଲିଖିତ ସୁସମାଚାର 26:5

କିନ୍ତୁ ବୌଠକରେ ସମାନେେ କଥାବର୍ତ୍ତା ହେଲେ, ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚ଼ିତ ହବେନାହିଁ। କାରଣ ଲୋକମାନେ ଏଥି ରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରିପାରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:5

କିନ୍ତୁ ଅବିଶ୍ବାସୀ ଯିହୂଦୀୟମାନେ ଈର୍ଷାପରାୟଣ ହାଇେ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ଯରୁ ଗୋଟିଏ ଦଳ ଏକାଠି କଲେ ଓ ନଗର ରେ ଗଣ୍ଡଗୋଳ ସୃଷ୍ଟିକେଲ। ସମାନେେ ନଗର ରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସମାନେେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେ଼ଷ୍ଟା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:1

ତ୍ତଜେନା ଶାନ୍ତ ହବୋ ପରେ ପାଉଲ ଯୀଶୁଙ୍କର ଶିଷ୍ଯମାନଙ୍କୁ ଡ଼ାକାଇ ପାଠାଇଲେ ଓ ସମାନଙ୍କେୁ ଉତ୍ସାହିତ କଲେ। ତା'ପରେ ସମାନଙ୍କେଠାରୁ ବିଦାୟ ନଇେ ସେ ମାକିଦନିଆକୁ ଯାତ୍ରା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:31

ଲୋକମାନେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚେ଼ଷ୍ଟା କରୁଥିବା ସମୟରେ ରୋମୀୟ ସନୋପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ୟିରୂଶାଲମ ରେ ଉତ୍ତଜେନା ଖଳେି ଯାଇଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:38

ତବେେ ତୁମ୍ଭେ କ'ଣ ସେ ମିଶରୀୟ ଲୋକ ନୁହଁ, ୟିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧ ରେ ବିଦ୍ରୋହ କରିଥିଲା ଓ ଚ଼ାରି ହଜାର ଆତଙ୍କବାଦୀଙ୍କୁ ନଇେ ମରୁଭୂମିକୁ ଚ଼ାଲିଯାଇଥିଲା।

Interlinear

Choose Theme