Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 18:11 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 18:11 · ଓଡ଼ିଆ ବାଇବେଲ

ତେଣୁ ପାଉଲ ସଠାେରେ ଦେଢ଼ ବର୍ଷ ପର୍ୟ୍ଯନ୍ତ ରହିଲେ ଓ ସମାନଙ୍କେୁ ପରମେଶ୍ବରଙ୍କ ସୁସମାଚ଼ାର ବିଷୟ ରେ ଉପଦେଶ ଦେଲେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 14:3

ତଥାପି ପାଉଲ ଓ ବର୍ଣ୍ଣବ୍ବା ସଠାେରେ ଅନକେ ଦିନ ରହିଲେ ଓ ପ୍ରଭୁଙ୍କର କଥା ସାହସର ସହିତ ପ୍ରଚ଼ାର କଲେ। ସମାନଙ୍କେ ମାଧ୍ଯମ ରେ ପ୍ରଭୁ ଆଶ୍ଚର୍ୟ୍ଯ କାର୍ୟ୍ଯ ସବୁ କଲେ ଓ ଅନୁଗ୍ରହର ବାକ୍ଯ ପ୍ରଚ଼ାର କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:10

ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:31

ତେଣୁ ତୁମ୍ଭମାନେେ ସାବଧାନ ହାଇେ ରୁହ। ତୁମ୍ଭମାନେେ ମନେପକାଅ ଯେ, ମୁଁ ତିନି ବର୍ଷ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ପାଖ ରେ ରହି ଆଖିର ଲୁହ ରେ ପ୍ରେତ୍ୟକକଙ୍କୁ ଦିନରାତି ସତର୍କ ବାଣୀ ଶୁଣାଇ ଥିଲି।

Interlinear

Choose Theme