ରେରିତମାନଙ୍କ କାର୍ଯ୍ୟର ବିବରଣ 17:8 · ଓଡ଼ିଆ ବାଇବେଲ
ଜନସମୂହ ଓ ନଗରର ଶାସନକର୍ତ୍ତାମାନେ ସମାନଙ୍କେ କଥା ଶୁଣି ବିଚ଼ଳିତ ହାଇପେଡ଼ିଲେ।
Cross references
ମାଥିଉଲିଖିତ ସୁସମାଚାର 2:3
ରାଜା ହରେୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ। ସେଥିପାଇଁ ସେ ଉଦ୍ ବିଗ୍ନ ହେଲେ। ୟିରୂଶାଲମର ସବୁ ଲୋକେ ମଧ୍ଯ ଚିନ୍ତିତ ହାଇେ ପଡିଲେ।
ଯୋହନଲିଖିତ ସୁସମାଚାର 11:48
ଯଦି ଆମ୍ଭେ ତାକୁ ଏଭଳି କାର୍ୟ୍ଯ କରିବା ପାଇଁ ଛାଡିଦବୋ, ତାହାକୁ ସମସ୍ତେ ବିଶ୍ବାସ କରିବେ। ତା'ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରି ଦବେେ।