Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 15:38 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 15:38 · ଓଡ଼ିଆ ବାଇବେଲ

କିନ୍ତୁ ପାଉଲ ତାହାଙ୍କୁ ସାଙ୍ଗ ରେ ନ ନବୋପାଇଁ ଜାରେ ଦେଲେ, କାରଣ ସେ ପୂର୍ବରୁ ପଫୂଲିଆ ରେ ସମାନଙ୍କେ ସହିତ ଏହି କାର୍ୟ୍ଯ ରେ ସାଙ୍ଗ ରେ ନରହି ସମାନଙ୍କେୁ ତ୍ଯାଗ କରି ଚ଼ାଲି ଆସିଥିଲେ।

Cross references

ଗୀତସଂହିତା 78:9

ଇଫ୍ରଯିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ, ମାତ୍ର ସମାନେେ ୟୁଦ୍ଧ ହବୋ ଦିନରେ ପଳାଯନ କଲେ।

ହିତୋପଦେଶ 25:19

ଦୁର୍ଦ୍ଦଶା ସମୟରେ ବିଶ୍ବାସଘାତକ ଲୋକଠା ରେ ପ୍ରତ୍ଯଯେ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ଯ।

ଲୂକଲିଖିତ ସୁସମାଚାର 9:61

ଆଉ ଜଣେ ଲୋକ କହିଲା, ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମାେତେ ମାେ ପରିବାର ଲୋକଙ୍କଠାରୁ ବିଦାୟ ନବୋକୁ ଅନୁମତି ଦିଅନ୍ତୁ।

ଲୂକଲିଖିତ ସୁସମାଚାର 14:27

ଜଣେ ଲୋକ ମାେତେ ଅନୁସରଣ କଲା ବେଳେ ଯଦି ତାକୁ ଦିଆଯାଇଥିବା କ୍ରୁଶ କାନ୍ଧଇେ ଚାଲିବ ନାହିଁ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:13

ପାଉଲ ଓ ତାହାଙ୍କର ବନ୍ଧୁମାନେ ପାଫ ନଗର ଛାଡ଼ି ସମୁଦ୍ର ପଥରେ ଫଫୂଲିଆର ପର୍ଗିକୁ ଆସିଲେ। କିନ୍ତୁ ଯୋହନ ମାର୍କ ସମାନଙ୍କେୁ ଛାଡ଼ି ୟିରୂଶାଲମକୁ ଫରେିଆସିଲେ।

ଯାକୁବଙ୍କ ପତ୍ 1:8

ସଭେଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ ନୁହେଁ।

Interlinear

Choose Theme