Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 15:35 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 15:35 · ଓଡ଼ିଆ ବାଇବେଲ

କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆ ରେ ରହିଲେ ଏବଂ ଅନ୍ୟମାନଙ୍କ ସହିତ ସମାନେେ ଲୋକମାନଙ୍କୁ ପ୍ରଭୁଙ୍କର ବାକ୍ଯ ଶିକ୍ଷା ଦେଲେ ଏବଂ ସୁସମାଚ଼ାର ପ୍ରଚ଼ାର କଲେ।

Cross references

ମାଥିଉଲିଖିତ ସୁସମାଚାର 28:19

ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମାରେ ଶିଷ୍ଯ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମ ରେ ତୁମ୍ଭମାନେେ ସମାନଙ୍କେୁ ବାପ୍ତିସ୍ମ ଦିଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:4

ଯେଉଁମାନେ ଛିନ୍ନ ଭିନ୍ନ ହାଇଯୋଇଥିଲେ, ସହେି ଲୋକମାନେ ଚ଼ାରିଆଡ଼େ ଯାଇ ସୁସମାଚ଼ାର କହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:1

ଆନ୍ତିୟଖିଆ ମଣ୍ଡଳୀ ରେ କେତକେ ଭବିଷ୍ଯଦ୍ବକ୍ତା ଓ ଶିକ୍ଷକ ଥିଲେ। ସମାନେେ ହେଲେ, ବର୍ଣ୍ଣବ୍ବା,ଶିମିଯୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୁରୀଣୀୟ, ଲୂକିୟ, ମନ ହେମ୍ ୟିଏ େ ହରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:28

ସମାନେେ ସଠାେରେ ଖ୍ରୀଷ୍ଟଙ୍କ ଶିଷ୍ଯମାନଙ୍କ ସହିତ ଅନକେ ଦିନ ପର୍ୟ୍ଯନ୍ତ ରହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:31

ଯେତେ ଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ବାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧା ରେ ପୁଣି ଅତି ସାହାସର ସହିତ ପରମେଶ୍ବରଙ୍କ ରାଜ୍ଯ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚ଼ାର କଲେ। ପୁଣି ସହେି ଶିକ୍ଷା ଦବୋରୁ କହେି ହେଲେ ତାହାଙ୍କୁ ଅଟକାଇବା ପାଇଁ ଚେ଼ଷ୍ଟା କଲେ ନାହିଁ।

କଲସୀୟଙ୍କ ପ୍ରତି ପତ୍ର 1:28

ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟ ରେ ଲୋକଙ୍କୁ କହି ଚାଲିଛୁ। ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଇଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠା ରେ ଆଧ୍ଯାତ୍ମିକ ଭାବରେ ପରିପୂର୍ଣ୍ଣ ହାଇେ ପରମେଶ୍ବରଙ୍କ ଆଗ ରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 2:7

ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଚାର କହିବା ପାଇଁ ମୁଁ ମନୋନୀତ ହାଇେଥିଲି। ମୁଁ ପ୍ ରରେିତ ରୂପେ ମଧ୍ଯ ସେଥିପାଇଁ ମନୋନୀତ ହାଇେଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ଯ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହବୋ ପାଇଁ ମନୋନୀତ ହାଇେଥିଲି। ବିଶ୍ବାସ କରିବା ଓ ସତ୍ଯକୁ ଜାଣିବା ପାଇଁ ମୁଁ ସମାନଙ୍କେୁ ଶିକ୍ଷା ଦିଏ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:2

ଲୋକମାନଙ୍କୁ ସୁସମାଚାର ପ୍ରଚାର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସମାନେେ କ'ଣ କରିବା ଉଚିତ, ସମାନେେ ଭୁଲ କଲା ବେଳେ ସମାନଙ୍କେୁ ଅନୁୟୋଗ କର ଓ ସମାନଙ୍କେୁ ଉତ୍ସାହ ଦିଅ। ଅତି ର୍ଧୈୟ୍ଯ ସହକା ରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ବାରା ଏହି ସମସ୍ତ ବିଷୟ କର।

Interlinear

Choose Theme