Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 15:31 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 15:31 · ଓଡ଼ିଆ ବାଇବେଲ

ଆନ୍ତିୟଖିଆର ବିଶ୍ବାସୀମାନେ ଏ ପତ୍ର ପଢ଼ି ଆନନ୍ଦିତ ହେଲେ। କାରଣ ଏହା ସମାନଙ୍କେୁ ଅନ୍ୟନ୍ତ ଉତ୍ସାହିତ କରିଥିଲା।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 15:1

କେତକେ ଲୋକ ୟିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସମାନେେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, ତୁମ୍ଭମାନେେ ଯଦି ମାଶାଙ୍କେର ବ୍ଯବସ୍ଥା ଅନୁସାରେ ସୁନ୍ନତ ନହୁଅ, ତବେେ ତୁମ୍ଭମାନେେ ପରିତ୍ରାଣ ପାଇପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:10

ତେଣୁ, ତୁମ୍ଭମାନେେ କାହିଁକି ଶିଷ୍ଯମାନଙ୍କ କାନ୍ଧ ରେ ୟୁଆଳି ରଖି ପରମେଶ୍ବରଙ୍କୁ ପରୀକ୍ଷା କରୁଛ? ଆମ୍ଭମାନେେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ୟୁଆଳି ଭାର ସହି ପାରିଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:5

ତେଣୁ ମଣ୍ଡଳୀଗୁଡ଼ିକର ସଂଖ୍ଯା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା ଓ ସଗେୁଡ଼ିକ ବିଶ୍ବାସ ରେ ଶକ୍ତିଶାଳୀ ହେଉଥିଲେ।

ଗାଲାତୀୟଙ୍କ ପ୍ରତି ପତ୍ର 2:4

ଆମ୍ଲଭ ଏହି ସମସ୍ଯା ବିଷୟସର କଥାବାର୍ତ୍ତାସହବାକୁ ଆବଶ୍ଯକ ମଲନ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁସକଲତକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲଲ, ଓ ଯୀଶୁଖ୍ରୀଷ୍ଟଙ୍କଠାସର ଥିବା ଆମ୍ଭର ସ୍ବାଧୀନତା ଉପଲର ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁସଚଷ୍ଟା କରୁଥିଲଲ।

ଗାଲାତୀୟଙ୍କ ପ୍ରତି ପତ୍ର 5:1

ଆମ୍ଭେ ସମସ୍ତେ ଏବେ ସ୍ବାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ବାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ବର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:3

କିନ୍ତୁ ଆମ୍ଭମାନେେ ପ୍ରକୃତ ରେ ସୁନ୍ନତ ହାଇେଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ବାରା ପରମେଶ୍ବରଙ୍କର ସବୋ କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ।

Interlinear

Choose Theme