Cross references
କିନ୍ତୁ ତୁମ୍ଭମାନେେ ମାରେ ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାୟ୍ଯ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭମାନେେ ମାରେ ସାହାୟ୍ଯ ଗ୍ରହଣ କରିବାକୁ ମନାକଲ।
ସେତବେେଳେ ତୁମ୍ଭେ କହିବ, କାହିଁକି ମୁଁ ମାରେପିତାଙ୍କ କଥା ଶୁଣିଲି ନାହିଁ।
ସସହିସଲାକମାନଙ୍କ ପାଇଁ ମନ୍ଦଫଳ ଗଚ୍ଛିତ ରହିବ।ସସମାନଙ୍କର ପରବର୍ତ୍ତୀ ବଂଶଧର ସମ୍ପୂର୍ଣ୍ଣ ଭାବଲରସପାଛିସହାଇଯିଲବ,ସଯପରି ନଡ଼ା ଓ ଶୁଷ୍କପତ୍ର ଅଗ୍ନିସରସପାଡ଼ି ଭସ୍ମସହାଇୟାଏ।ସଯପରି ବୃକ୍ଷର ମୂଳ ସଢିୟାଇ ଧୂଳିସହାଇୟାଏଓ ପୁଷ୍ପ ଅଗ୍ନିସର ଭସ୍ମୀଭୂତସହାଇ ତା'ର ପାଉଁଶ ପବନସର ଉଡ଼ିୟାଏସସହିପରିସସମାନଙ୍କର ବଂଶଧର ଧ୍ବଂସ ପାଇଯିଲବ।
ହେ ୟିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦୁକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।
ପୁନଶ୍ଚ ତୁମ୍ଭମାନେେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖାୟିବ। ତେଣୁ ମାରେ ପ୍ରଭୁ ସଦାପ୍ରକୁ ତୁମ୍ଭକୁ ବଧ କରିବେ। ସେ ନିଜର ଦାସମାନଙ୍କୁ ଅନ୍ୟ ନାମ ରେ ନାମିତ କରିବେ।
ପୁଣି ବାଷଠି ସପ୍ତାହ ପ ରେ ଅଭିଷିକ୍ତ ବ୍ଯକ୍ତି ଉଚ୍ଛିନ୍ନ ଓ ଅକିଞ୍ଚନ ହବେେ। ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ପବିତ୍ରସ୍ଥାନ ନଷ୍ଟ କରିବେ। ବନ୍ଯା ରେ ତାହା ଶଷେ ହବେ। ପୁଣି ଶଷେ ପର୍ୟ୍ଯନ୍ତ ୟୁଦ୍ଧ ହବେ। ଆଉ ପରମେଶ୍ବର ସେ ସ୍ଥାନର ସମ୍ପୂର୍ଣ୍ଣ ବିନାଶ ପାଇଁ ଆଦେଶ କରିଛନ୍ତି।
ସଦାପ୍ରଭୁ ଉତ୍ତର ଦେଲେ, ଅନ୍ୟ ଗୋଷ୍ଠୀଗୁଡିକୁ ଗ୍ଭହିଁ। ସମାନଙ୍କେୁ ଲକ୍ଷ୍ଯ କର ଏବଂ ତୁମ୍ଭେ ଆଶ୍ଚର୍ୟ୍ଯାନ୍ବିତ ହବେ। ତୁମ୍ଭର ଜୀବନ କାଳ ମଧିଅରେ ଆମ୍ଭେ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ୟ୍ଯାନ୍ବିତ କରିବ। ଯଦି କହେି ତୁମ୍ଭକୁ କ ହେ, କ'ଣ ହବୋକୁ ଯାଉଥିଲା, ତୁମ୍ଭେ କବେେ ବିଶ୍ବାସ କରି ନଥାନ୍ତ।
ଯୀଶୁ ଏହା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ମୁଁ ଏଭଳି ଗଭୀର ବିଶ୍ବାସ ଇଶ୍ରାୟେଲ ରେ କାହାରି ପାଖ ରେ ପାଇନାହିଁ।
ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ କହିଲେ, ସେ ନିଶ୍ଚୟ ସହେି ନିର୍ଦ୍ଦୟ ଲୋକଙ୍କୁ ହତ୍ଯା କରିବେ ଓ ତା'ପରେ ସେ ଦ୍ରାକ୍ଷା ବଗିଚ଼ାଟିକୁ ଅନ୍ୟ କୃଷକମାନଙ୍କୁ ଭାଗ ରେ ଦଇେ ଦବେେ, ଯେଉଁମାନେ ଅମଳ ସମୟରେ ତାର ଭାଗ ତାହାଙ୍କୁ ଦବେେ।
ରାଜା ଖୁବ୍ ରାଗିଗଲେ। ତାହାଙ୍କ ଚ଼ାକରମାନଙ୍କୁ ଯେଉଁମାନେ ମାରି ଦେଲେ, ସମାନଙ୍କେୁ ମାରିଦବୋପାଇଁ ରାଜା ସୈନ୍ଯ ପଠାଇଲେ। ସୈନ୍ଯମାନେ ସହେି ହତ୍ଯାକାରୀମାନଙ୍କୁ ମାରି ଦେଲେ ଓ ତାହାଙ୍କ ନଗରକୁ ପୋଡ଼ି ଦେଲେ।
ତେଣୁ ମୁଁ ତୁମ୍ଭକୁ ଏହା କରୁଛି: ମୁଁ ତୁମ୍ଭକୁ ଭବିଷ୍ଯଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିବ, କୃଶ ରେ ଚ଼ଢ଼ାଇ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜ ଗୃହ ରେ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜଗୃହ ରେ ତୁମ୍ଭେ କେତକଙ୍କେୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭମାନେେ ସମାନଙ୍କେର ପେଛ ପେଛ ଯାଇ କେତକଙ୍କେୁ ତାଡ଼ନା କରିବ।
ଫାରୂଶୀମାନେ ଏହି ସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ।
ଯୀଶୁ ୟିରୁଶାଲମକୁ କହିଲେ, ତୁମ୍ଭକୁ କିପରି ଶାନ୍ତି ମିଳିପାରିବ, ତାହା ତୁମ୍ଭମାନେେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭମାନେେ ଜାଣି ପାରିବନାହିଁ। କାରଣ ତାାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।
ତୁମ୍ଭମାନେ ୟିରୂଶାଲମର ଚାରିପଟେ ସୈନ୍ଯବାହିନୀଙ୍କୁ ଘରେି ରହିଥିବାର ଦେଖିବ। ତବେେ ତୁମ୍ଭମାନେେ ଜାଣିପାରିବ ଯେ ୟିରୁଶାଲମର ଧ୍ବଂସ ହବୋ ସମୟ ଆସି ପହଞ୍ଚି ଗଲାଣି।
ଲୋକମାନେ ସଠାେରେ ଠିଆ ହାଇେ ଯୀଶୁଙ୍କୁ ଲକ୍ଷ୍ଯ କରୁଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ଉପହାସ କରୁଥିଲେ। ସମାନେେ କହୁଥିଲେ, ଯଦି ସେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଖ୍ରୀଷ୍ଟ, ତବେେ ନିଜକୁ ରକ୍ଷା କରନ୍ତୁ। ସେ ଅନ୍ୟ ଲୋକଙ୍କୁ ରକ୍ଷା କରିଥିଲେ। ନୁହେଁ କି?
ଯେଉଁ ଲୋକ ତାହାଙ୍କ କଥାର ବାଧ୍ଯ ହବେନାହିଁ ତା'ର ମୃତ୍ଯୁ ଘଟିବ ଓ ପରମେଶ୍ବରଙ୍କ ଲୋକମାନଙ୍କ ମଧ୍ଯରୁ ସେ ବିଚ୍ଛିନ୍ନ କରିଦିଆୟିବ।'
ଆମ୍ଭମାନେେ ତାହାକୁ କହିବାର ଶୁଣିଛୁ ଯେ ନାଜରିତୀୟ ଯୀଶୁ ଏହି ସ୍ଥାନକୁ ନଷ୍ଟ କରି ଦବେେ ଓ ମାଶାେ ଆମ୍ଭକୁ ଦଇେଥିବା ବ୍ଯବସ୍ଥା ପରିବର୍ତ୍ତନ କରି ଦବେେ।
ପ୍ରଭୁ ଆମ୍ଭକୁ ଏହି ଆଦେଶ ଦଇେଛନ୍ତି:
କିନ୍ତୁ ପ୍ରଭୁ ମାେତେ କହିଲେ, 'ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।'
ଇଶ୍ରା ଯେଲର ଲୋକେ ଯାହା ପାଇଁ ପରମେଶ୍ବରଙ୍କ ଠା ରେ ଧାର୍ମିକ ହବୋ ଚେଷ୍ଟା କରିଥିଲେ, କାନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ବରଙ୍କ ଦ୍ବାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ ହଇେ ପରମେଶ୍ବରଙ୍କ କଥା ଶୁଣିବା ପାଇଁ ମନା କଲେ।
ପରମେଶ୍ବର ମାେ' ନିକଟରେ ତାହାଙ୍କର ଗୁପ୍ତ ଯୋଜନା ପ୍ରକାଶ କରିଛନ୍ତି। ସେ ମାେତେ ଯାହା ଦଖାଇେଛନ୍ତି, ସେ ବିଷୟ ରେ ମୁଁ ଅଳ୍ପ କିଛି ଲେଖି ସାରିଛି।
ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ଯଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସହେି ଗୁପ୍ତ ସତ୍ଯ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା।
ସମାନେେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦବୋ ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣୟିହୁଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ଯ ରେ ଆମ୍ଭେ ସମାନଙ୍କେୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ଯ ବଢ଼ି ଚାଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ବରଙ୍କ କୋର୍ଧ ସମାନଙ୍କେ ଉପରେ ଆସି ପଡ଼ିଲାଣି।
ଯେଉଁଲୋକ ମାଶାଙ୍କେ ବ୍ଯବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନିଜଣ ସାକ୍ଷୀ ଆବଶ୍ଯକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଇଥିଲା।
ଏବେ ବିଚାରର ସମୟ ଆସିଛି। ତାହା ପରମେଶ୍ବରଙ୍କ ପରିବାରଠାରୁ ଆରମ୍ଭ ହବେ। ଯଦି ସହେି ବିଚାର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ବରଙ୍କ ସୁସମାଚାର ଗ୍ରହଣ କରି ନାହାଁନ୍ତି, ସମାନଙ୍କେର କି ଅବସ୍ଥା ହବେ ?