ରେରିତମାନଙ୍କ କାର୍ଯ୍ୟର ବିବରଣ 13:37 · ଓଡ଼ିଆ ବାଇବେଲ
କିନ୍ତୁ ପରମେଶ୍ବର ଯାହାଙ୍କୁ ମୃତ୍ଯୁରୁ ଉେଠଇଲେ ସେ କ୍ଷୟପ୍ରାପ୍ତ ହାଇେ ନଥିଲେ।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 2:24
କିନ୍ତୁ ଇଶ୍ବର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ଯୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ଯୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:30
କିନ୍ତୁ ପରମେଶ୍ବର ତାହାଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କଲେ।