ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସଠାେରେ ସେ ବହୁତ ଲୋକମାନଙ୍କୁ ଏକତ୍ରୀତ ହବୋର ଦେଖିଲେ।
Cross references
ତୁମ୍ଭମାନେେ ଯେତବେେଳେ କିଛି ରୋପଣ କର ସେତବେେଳେ ତୁମ୍ଭେ ସର୍ବଦା କୁହ, 'ଶସ୍ଯ କଟା ହବୋ ପାଇଁ ଆହୁରି ଚାରି ମାସ ବାକି ଅଛି।' କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସମାନେେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ଯ ଅଟନ୍ତି।
ତହିଁ ଆରଦିନ ସେ କାଇସରୀଆ ନଗର ରେ ପହନ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଠ ବନ୍ଧୁମାନଙ୍କୁ ଡ଼କଇେ ସମାନଙ୍କେ ଅପେକ୍ଷା ରେ ଥିଲେ।
ପାଉଲ ଓ ବର୍ଣ୍ଣବ୍ବା ସଠାେରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ବର ସମାନଙ୍କେ ସହିତ ଯାହା କିଛି କରିଥିଲେ ତାହା ସମାନଙ୍କେୁ କହିଲେ ଓ ପରମେଶ୍ବର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ବାସର ରାସ୍ତା ଖାଲିେଲେ, ତାହା ସମାନେେ ବର୍ଣ୍ଣନା କଲେ।
କାରଣ ସଠାେରେ ଫଳପ୍ରଦ କାର୍ୟ୍ଯ ନିମନ୍ତେ ମାେ ପାଇଁ ଏକ ମହାନ୍ ସୁ ଯୋଗର ଦ୍ବାର ଖାେଲା ହାଇେଛି। ସଠାେରେ ମାରେ ଅନକେ ବିପକ୍ଷ ମଧ୍ଯ ଅଛନ୍ତି।
ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରିବା ପାଇଁ ତ୍ରୋଯା ନଗରକୁ ଯାଇଥିଲି। ପ୍ରଭୁ ସଠାେରେ ମାେତେ ଭଲ ସୁଯୋଗଟିଏ ଦେଲେ।
ଆମ୍ଭ ପାଇଁ ମଧ୍ଯ ପ୍ରାର୍ଥନା କର। ପରମେଶ୍ବରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ବରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟ ରେ ପରମେଶ୍ବର ଯେଉଁ ଗୁପ୍ତ ସତ୍ଯ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଚାର କରିପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ଯ ପ୍ରଚାର କରୁଛି ବୋଲି ମୁଁ କାରାଗାର ରେ ବନ୍ଦୀ।