ଯୋହନଙ୍କ ତୃତୀୟ ପତ୍ର 1:13 · ଓଡ଼ିଆ ବାଇବେଲ
ମାରେ ତୁମ୍ଭକୁ କହିବା ପାଇଁ ବହୁତ ବିଷୟ ଅଛି। କିନ୍ତୁ ମୁଁ ତାହା କାଳି ଏବଂ କଲମ ରେ ଲେଖିବା ପାଇଁ ଚାହୁଁ ନାହିଁ।
Cross references
ଯୋହନଙ୍କ ଦିତୀୟ ପତ୍ 1:12
ମାରେ ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମ ରେ ତାହା ଲେଖୁନାହିଁ। ତାହା ବଦଳ ରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତବେେ ଆମ୍ଭେ ମୁହାମୁହିଁ ହାଇେ କଥାବାର୍ତ୍ତା ହାଇପୋରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ।