କିନ୍ତୁ ନିଜ କର୍ମ ରେ ସମାନେେ ସଫଳକାମ ହବେେ ନାହିଁ। ସମସ୍ତେ ଦେଖିବେ ଯେ ସମାନଙ୍କେର ମୂର୍ଖତା ପ୍ରକାଶିତ ହାଇେଛି। ୟନ୍ନୀସ୍ ଓ ୟମ୍ବୀସ୍ ସହିତ ମଧ୍ଯ ଏହା ଘଟିଥିଲା।
Cross references
ସମାନେେ ତାଙ୍କର ଆଶାବାଡିକୁ ଭୂମିରେ ଫିଙ୍ଗ ଦେଲେ ଏବଂ ତାଙ୍କର ଆଶାବାଡି ସର୍ପରେ ପରିଣତ ହାଇଗେଲା। କିନ୍ତୁ ହାରୋଣଙ୍କର ଆଶାବାଡି ତାଙ୍କର ସମସ୍ତଙ୍କୁ ଖାଇଗଲା।
ମିଶରର ମନ୍ତ୍ରଜ୍ଞମାନେ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ଦ୍ବାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରିପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ଯମାନଙ୍କଠା ରେ ରହିଗଲେ।
ସହେି ବଥ ସକାେଶ ମନ୍ତ୍ରଜ୍ଞମାନେ ମାଶାଙ୍କେ ସମ୍ମୁଖୀନ ହାଇେ ପାରିଲେ ନାହିଁ। ପ୍ରେତ୍ୟକକ ମିଶରବାସୀଙ୍କ ଓ ମନ୍ତ୍ରଜ୍ଞମାନଙ୍କ ଚର୍ମ ବଥରେ ବ୍ଯାପିଗଲା।
ତହିଁରେ ମୀଖାଯ କହିଲା, ଖୁବ୍ ଶୀଘ୍ର ସଂକଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ େଛାଟ କଠାେରୀକୁ ୟିବ। ସେତବେେଳେ ତୁମ୍ଭେ ଆମ୍ଭ କଥା ସତ୍ଯତା ଜାଣିବ।
ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।
ତହିଁରେ ଯିରିମିୟ ଭବିଷ୍ଯଦବକ୍ତା ହନାନିଯ ଭବିଷ୍ଯଦବକ୍ତାକୁ କହିଲେ, ହେ ହନାନିଯ, ଏବେ ଶୁଣ ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାଁନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ଯା କଥା ରେ ବିଶ୍ବାସ କରାଇ ଅଛ।
କୋଲାଯର ପୁତ୍ର ଆହାବ ଓ ମା ସଯରେ ପୁତ୍ର ସିଦିକିଯ ଆମ୍ଭ ନାମ ରେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। ତେଣୁ ସମାନଙ୍କେ ବିଷଯ ରେ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ସମାନଙ୍କେୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖ ରେ ସମାନଙ୍କେୁ ବଧ କରିବ।
ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, 'ନିହିଲାମୀଯ ଶମଯିଯର ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି ; ଆମ୍ଭେ ଶମଯିଯଙ୍କୁ ଭବିଷ୍ଯଦବକ୍ତା ପ୍ରଚାର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ଯା କହି ତୁମ୍ଭମାନଙ୍କର ବିଶ୍ବାସ ଜନ୍ମାଇଅଛି।
ଆପଣମାନେ ଯେଉଁ ଭବିଷ୍ଯଦବକ୍ତାମାନେ ଆପଣମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରି କହିଲେ, 'ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧ ରେ ଓ ଏହି ଦେଶ ବିରୁଦ୍ଧ ରେ ଆସିବେ ନାହିଁ, ସମାନେେ ଏବେ କାହାଁନ୍ତି ?'
ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହାଇଯେିବ ଓ କିଛି ସମୟ ପାଇଁ ସୂର୍ୟ୍ଯ ଆଲୁଅ ମଧ୍ଯ ଦେଖି ପାରିବ ନାହିଁ।
କିନ୍ତୁ ଜଣେ ଭୂତାତ୍ମା ସମାନଙ୍କେୁ କହିଲା, ମୁଁ ଯୀଶୁଙ୍କୁ ଚିନ୍ନେ ଓ ପାଉଲଙ୍କୁ ମଧ୍ଯ ଜାଣେ। କିନ୍ତୁ ତୁମ୍ଭମାନେେ କିଏ?
ସମାନେେ ମାଶାଙ୍କେୁ ବି ରୋଧ କରିଥିଲେ। ସହେିଭଳି ଏହି ଲୋକମାନେ ମଧ୍ଯ ସତ୍ଯର ବିରୋଧ କରନ୍ତି, ସମାନଙ୍କେର ମନ ବିପଥଗାମୀ। ଈଶ୍ବର ବିଶ୍ବାସର ଅନୁସରଣ କରିବା ରେ ଏମାନେ ବିଫଳ ହାଇେଛନ୍ତି।