Home Bibles ☰ Books ଦିତୀୟ ଶାମୁୟେଲ 9:12 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 9:12 · ଓଡ଼ିଆ ବାଇବେଲ

ମଫୀବୋଶତ୍ର ଏକ ସାନ ପକ୍ସ୍ଟତ୍ର ଥିଲା। ଯାହାର ନାମ ଥିଲା ମୀଖା। ସୀବଃ ବଂଶର ପ୍ରେତ୍ୟକକ ଲୋକ ମଫୀବୋଶତ୍ର ଦାସ ହାଇେ ରହିଲେ।

Cross references

ପ୍ରଥମ ବଂଶାବଳୀ 8:8

ଶହରଯିମ୍ ତାଙ୍କର ସ୍ତ୍ରୀଗଣ, ହୂଶୀମ୍ ଓ ବାରାଙ୍କୁ ମାୟୋବ ରେ ଛାଡ଼ପତ୍ର ଦେଲେ। ଏହାପରେ ସେ ତାଙ୍କର ଆଉ ଜଣେ ସ୍ତ୍ରୀଙ୍କଠାରୁ କେତେ ଗୋଟି ସନ୍ତାନ ଲାଭ କଲେ।

ପ୍ରଥମ ବଂଶାବଳୀ 8:34

ଯୋନାଥନଙ୍କ ପୁତ୍ର ଥିଲେ ମରୀଦ୍ଦାଲ୍। ମରୀଦ୍ଦାଲ୍ ମୀଖାଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 9:40

ଯୋନାଥନ୍ଙ୍କ ପୁତ୍ର ଥିଲେ ମରୀଦ୍ଦାଲ, ମରୀଦ୍ଦାଲ ମୀଖାଙ୍କ ପିତା ଥିଲେ।

ମୀଖା 7:5

ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।

Interlinear

Choose Theme